Latest Odisha News

BREAKING NEWS

Priyanka Gandhi: ବିହାରରେ ବଦଳିବ ହାଓ୍ବା…ପ୍ରିୟଙ୍କାଙ୍କ ବଡ଼ ପ୍ଲାନ୍ !

ପାଟନା: ବିହାର ରାଜନୈତିକ ମଇଦାନକୁ ପ୍ରଥମ ଥର ପାଇଁ ଓହ୍ଲାଇଛନ୍ତି ପ୍ରିୟଙ୍କା ଗାନ୍ଧୀ। ମିଥିଳାଞ୍ଚଳ ବେଲଟରେ ଦୁଇ ଦିନ ଧରି ଯାତ୍ରା କରିବା ସହ ମହାଗଠବନ୍ଧନ ସପକ୍ଷରେ ମାହୋଲ ବନାଇବାକୁ ଉଦ୍ୟମ କରିଛନ୍ତି ପ୍ରିୟଙ୍କା। ଆଉ ଯାତ୍ରା ସମୟରେ ଫୋକସରେ ରହିଛନ୍ତି ମହିଳା ଭୋଟର। ରାହୁଲ,…

Naxals surrender: ୩୦ ମାଓବାଦୀଙ୍କ ଆତ୍ମସମର୍ପଣ;ସରକାରଙ୍କ ଯୋଜନା ଦ୍ୱାରା ପ୍ରଭାବିତ ହୋଇ …

ମାଲକାନଗିରି: ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ୩୦ ଜଣ ମାଓବାଦୀ ବିଜାପୁର ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ମାଓବାଦୀଙ୍କ ମୁଣ୍ଡରେ ପୁରସ୍କାର ରହିଥିଲା । ସେମାନଙ୍କ ଉପରେ ମୋଟ ୮୧ ଲକ୍ଷ ଟଙ୍କାର ପୁରସ୍କାର…

Mata Vaishnodevi Landslide: ୩୫ ଜଣ ଭକ୍ତଙ୍କ ମୃତ୍ୟୁ ହୋଇନି ବରଂ ହତ୍ୟା କରାଯାଇଛି, ଏଥିପାଇଁ ଏଲଜି ମନୋଜ ସିହ୍ନା…

ଜମ୍ମୁ: ମଙ୍ଗଳବାର ସନ୍ଧ୍ୟା ସମୟରେ ଜମ୍ମୁ-କଶ୍ମୀରରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ହୋଇଛି । ଏବେବି ଅନେକ ଲୋକ ନିଖୋଜ ଅଛନ୍ତି ଏବଂ ଅନେକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଜମ୍ମୁ-କଶ୍ମୀରର ଉପ-ମୁଖ୍ୟମନ୍ତ୍ରୀ ସୁରେନ୍ଦ୍ର ଚୌଧୁରୀ କଟରା ଦୁର୍ଘଟଣା…

Maharashtra Building Collapsed: ମୁହୂର୍ତ୍ତକରେ ମାଟିରେ ମିଶିଗଲା ସବୁ ଖୁସି, ଉଜାଡି ଦେଲା ପୂରା ସଂସାର….

ମୁମ୍ବାଇ: ମାଟିରେ ମିଶିଲା ସବୁକିଛି, ଛାରଖାର ହୋଇଗଲା ପରିବାର । ଝିଅର ଜନ୍ମଦିନ ପାଳନ ସମୟରେ ଘଟିଗଲା ବଡ ଅଘଟଣ । ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଭିରାରରେ ବୁଧବାର ମଧ୍ୟରାତ୍ରିରେ ଏକ ୧୩ ବର୍ଷ ବୟସ୍କ ଅବୈଧ ଚାରି ମହଲା କୋଠାର ଏକ ଅଂଶ ଭୁଶୁଡ଼ି ପଡ଼ିବା ପରେ ଜଣେ ବର୍ଷୀୟ ଝିଅ ଏବଂ ତାଙ୍କ…

Arvind Kejriwal US tariff: ମୋଦିଙ୍କ ନିକଟରେ କେଜ୍ରିୱାଲଙ୍କ ଦାବି: ଆମେରିକୀୟ କପା ଉପରୁ ଟିକସ ହଟାନ୍ତୁ ନାହିଁ,…

ନୂଆଦିଲ୍ଲୀ: ଆମେରିକା ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ୫୦ ପ୍ରତିଶତ ଶୁଳ୍କ ୨୭ ଅଗଷ୍ଟରୁ କାର୍ଯ୍ୟକାରୀ ହୋଇଛି। ଏହି ଶୁଳ୍କକୁ ନେଇ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସମୟରେ, ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମୋଦି ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ କିଛି ଦିନ…

US Tariff on India: ଟ୍ରମ୍ପଙ୍କ ଟାରିଫ୍ ମାଡ, ବିପଦରେ ଲକ୍ଷ ଲକ୍ଷ ଚାକିରି!

ନୂଆଦିଲ୍ଲୀ: ଭାରତ ଉପରେ ୫୦% ଟାରିଫ୍ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯାହା ବୁଧବାର ଠାରୁ କାର୍ଯ୍ୟକାରୀ ହୋଇଛି । ଭାରତ ବି ସିଧା ସିଧା କହିଦେଇଛି ଯେ ଦେଶର ୧୪୦ କୋଟି ଲୋକଙ୍କ ଆର୍ଥିକ ସ୍ୱାର୍ଥ ସହିତ କୌଣସି ପ୍ରକାରର ସାଲିସ୍ କରାଯିବ ନାହିଁ । ଯାହା ଏବେ ଦେଶର…

Nuakhai: ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା; ମା ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ବଲପୁର: ଗଣପର୍ବ ନୂଆଖାଇ ପାଇଁ ଉତ୍ସବମୁଖର ହୋଇଉଠିଛି ପଶ୍ଚିମ ଓଡ଼ିଶା। ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ନିକଟରେ ଗୁରୁବାର ଲାଗି ହୋଇଛି ନବାନ୍ନ। ନୂଆଁଖାଇ ପାଇଁ ସମଲେଶ୍ବରୀ ମନ୍ଦିରକୁ ତିନି ପୂଜକଙ୍କ ଘରୁ ପ୍ରଥମେ ଭୋଗ ଆସିଥିଲା । ଏହାପରେ ମନ୍ଦିରରେ…

SC/ST National Conference: ୩୧ ବର୍ଷ ପରେ ଓଡ଼ିଶାରେ ଆୟୋଜନ ହେବ ଅନୁସୂଚିତ ଜାତି ଓ ଜନଜାତି ଜାତୀୟ ସମ୍ମିଳନୀ

ଭୁବନେଶ୍ଵର: ୩୧ ବର୍ଷ ପରେ ଓଡ଼ିଶାରେ ଆୟୋଜନ ହେବ ଅନୁସୂଚିତ ଜାତି ଓ ଜନଜାତି ଜାତୀୟ ସମ୍ମିଳନୀ। ଆସନ୍ତା ୨୯ ଓ ୩୦ ତାରିଖରେ ଭୁବନେଶ୍ଵରରେ ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ନେଇ ସୂଚନା ରହିଛି। ଏହି…

ECoR New National Record: ପୂର୍ବତଟ ରେଳବାଇର ନୂଆ ରେକର୍ଡ, ୧୪୮ ଦିନରେ ହେଲା ୧୦୦ ନିୟୁତ ଟନ୍‌ ମାଲ୍‌ ପରିବହନ

ଭୁବନେଶ୍ୱର: ମାତ୍ର ୧୪୮ ଦିନରେ ୧୦୦.୫୫ ନିୟୁତ ଟନ୍‌ ମାଲ୍‌ ପରିବହନ କର ନୂଆ ରେକର୍ଡ ସୃଷ୍ଟି କରିଛି ପୂର୍ବତଟ ରେଳବାଇ। ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ୨୬ ସୁଦ୍ଧା ପୂର୍ବତଟ ରେଲୱେ ଏହି ଐତିହାସିକ ମାଇଲ୍‌ଖୁଣ୍ଟ ହାସଲ କରିଛି। ଗତ ବର୍ଷର ସମାନ ଅବଧି ତୁଳନାରେ ଏଥର ୮ ପ୍ରତିଶତ ଅଧିକ…