‘ବ୍ୟାଟଲ୍ ଅଫ୍ ଗାଲୱାନ୍’ ଟିଜର ରିଲିଜ୍; ଚିହିଁକିଲା ଚୀନ
ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଆଗାମୀ ଫିଲ୍ମ "ବ୍ୟାଟଲ୍ ଅଫ୍ ଗାଲୱାନ୍" ଟିଜର ରିଲିଜ୍ ହେବା ପରେ ଚୀନ୍ରେ ହଇଚଇ ସୃଷ୍ଟି। ସେଠାକାର ସରକାର ଏଥିରେ କ୍ରୋଧ ପ୍ରକାଶ କରି ତଥ୍ୟକୁ ବିକୃତ ଭାବରେ ଫିଲ୍ମରେ ଦର୍ଶାଯାଇଥିବା ଦାବି କରିଛି।
ଏହି ଫିଲ୍ମଟି ପୂର୍ବ ଲଦାଖର ଗାଲୱାନ୍…