ନୂଆ ଲେବର କୋଡ୍ରେ କମିଯିବ ଆପଣଙ୍କ ଦରମା ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ…
ନୂଆଦିଲ୍ଲୀ: ଦେଶରେ ୨୯ଟି ପୁରୁଣା ଶ୍ରମ ଆଇନକୁ ସରଳୀକରଣ କରି ଏବେ ୪ଟି ନୂଆ ଲେବର କୋଡ୍ ଲାଗୁ ହୋଇସାରିଛି। ଏହି ବଡ଼ ପରିବର୍ତ୍ତନ ଯୋଗୁ ଗ୍ରାଚୁଇଟି, ପିଏଫ୍ ଓ ପେନ୍ସନ୍ ଭଳି ରିଟାୟରମେଣ୍ଟ ଫଣ୍ଡ ଆହୁରି ମଜବୁତ୍ ହେବ, କିନ୍ତୁ ଲକ୍ଷ ଲକ୍ଷ କର୍ମଚାରୀଙ୍କ ମାସିକ ଦରମା (ଟେକ୍-ହୋମ୍ ସାଲାରି)…