Air Cargo Services with Afghanistan:ଭାରତ – ଆଫଗାନିସ୍ତାନ ମଧ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବ ବିମାନ ମାଲ…
ନୂଆଦିଲ୍ଲୀ: କୂଟନୈତିକ ସମ୍ପର୍କ ସୁଦୃଢ଼ ହେବା ପରେ, ଭାରତ ଏବଂ ଆଫଗାନିସ୍ତାନ ଏବେ ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କ ଆଡକୁ ଅଗ୍ରସର ହେଉଛନ୍ତି। ଖୁବ୍ ଶୀଘ୍ର ଦୁଇ ଦେଶ ମଧ୍ୟରେ ବିମାନ ମାଲ ପରିବହନ ସେବା (Air Cargo) ଆରମ୍ଭ ହେବ। ଶୁକ୍ରବାର ଆଫଗାନିସ୍ତାନର ତାଲିବାନ ବାଣିଜ୍ୟ ମନ୍ତ୍ରୀ…