Latest Odisha News

BREAKING NEWS

ଘରୋଇ କ୍ରିକେଟରେ ବଡ ଧରଣର ପରିବର୍ତନ ପାଇଁ ବିସିସିଆଇ ଆରମ୍ଭ କରିଛି ଉଦ୍ୟମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଘରୋଇ କ୍ରିକେଟରେ ଏକ ବଡ ଧରଣର ପରିବର୍ତନ ପାଇଁ ଉଦ୍ୟମ ଆରମ୍ଭ କରିଛି । ଏଥର ଘରୋଇ କ୍ରିକେଟ ଦୁଲୀପ ଟ୍ରଫିରୁ ଆରମ୍ଭ ହେଉଛି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଜୟ ହଜାରେ ଟ୍ରଫି, ସିନିୟର ମହିଳା ଦିନିକିଆ…

Hirakud dam: ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ ଖୋଲିଲା;ତଳମୁଣ୍ଡକୁ ସତର୍କ ସୂଚନା

ସମ୍ବଲପୁର:ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ଆଜି ଅପରାହଣରେ ପୁଣି ୪ଟି ଗେଟ୍ ଖୋଲି ଦିଆଯାଇଛି। ଆଜି ସକାଳ ୧୦ଟାରେ ହୀରାକୁଦ ଜଳଭଣ୍ଡାରରୁ ୪ଟି ଗେଟ୍‌ ଖୋଲା ଯାଇଥିଲା ।ବର୍ତ୍ତମାନ ୮ଟି ଗେଟ୍‌ ଦେଇ ହେଉଛି…

Science Project: ରାଜ୍ୟର ପ୍ରତି ଜିଲ୍ଲାରେ ବିଜ୍ଞାନ କ୍ଷେତ୍ରରେ ହେବ ପ୍ରୋଜେକ୍ଟ: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା…

ଭୁବନେଶ୍ଵର: ରାଜ୍ୟର ପ୍ରତି ଜିଲ୍ଲାରେ ବିଜ୍ଞାନ କ୍ଷେତ୍ରରେ ହେବ ପ୍ରୋଜେକ୍ଟ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଲେ ସୂଚନା। ଏବେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପ୍ଲାନେଟୋରିୟମ୍ କାମ ଚାଲିଛି। ଅନେକ ଜାଗାରେ କାମ ସରିଆସିଲାଣି, ଖୁବଶୀଘ୍ର ଉଦ୍‌ଘାଟନ ହେବ।…

ଆମେରିକାକୁ ଡାକ ସେବା ବନ୍ଦ କଲା ଭାରତ

ନୂଆଦିଲ୍ଲୀ: ଆମେରିକା ସରକାରଙ୍କ ଦ୍ୱାରା ନୂତନ ଶୁଳ୍କ ନିୟମ ଘୋଷଣା କରାଯିବା ପରେ ଆମେରିକାକୁ ଡାକ ପୋଷ୍ଟ ମାଧ୍ୟମରେ ପଠାଯାଉଥିବା ସାମଗ୍ରୀକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ଭାରତ ନିଷ୍ପତ୍ତି ନେଇଛି। ୨୫ ଅଗଷ୍ଟରୁ ଅଧିକାଂଶ ସାମଗ୍ରୀ ଉପରେ ଏହା ଲାଗୁ କରାଯିବା ନେଇ ନିଷ୍ପତ୍ତି…

Education Department: ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଅଣଦେଖା; ୫୬ ସ୍କୁଲକୁ କାରଣ ଦର୍ଶାଅ ନୋଟିସ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ୫୬ଟି ସ୍କୁଲକୁ ଜାରିହେଲା କାରଣ ଦର୍ଶାଅ ନୋଟିସ୍‌ । ଜିଲ୍ଲାର ୩ଟି ବ୍ଲକ୍‌ର ଶିକ୍ଷାଅଧିକାରୀଙ୍କୁ ନୋଟିସ ଜାରି କଲେ ଜିଲ୍ଲା ଶିକ୍ଷାଅଧିକାରୀ । ଅଗଷ୍ଟ ୧୫ ତଥା ସ୍ଵାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ନ ଦେବା କୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏହି…

Revenue Minister On Strike: ଅମଲା ଆନ୍ଦୋଳନ ପଛରେ ରହିଛି ବିଜେଡିର ହାତ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ବର: ଅମଲା ସଂଘ ସହ ଆଲୋଚନା ପରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ। ଅମଲା ଆନ୍ଦୋଳନ ପଛରେ ବିଜେଡିର ହାତ ରହିଛି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, ‘କିଛି ସଂଘର ନେତା ବିଜେଡି ଦ୍ୱାରା ପ୍ରେରିତ ହୋଇ ଆନ୍ଦୋଳନ କରୁଛନ୍ତି। ସେମାନେ କେଉଁ କେଉଁ ନେତାଙ୍କୁ…

Stray Dog: ବୁଲା କୁକୁରଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ନିବେଦନ: ମନ୍ତ୍ରୀ

ଭୁବନେଶ୍ବର: ଏବେ ରାଜ୍ୟରେ ୭ଲକ୍ଷ ବୁଲା ଓ ୬୪ହଜାର ପୋଷା କୁକୁର ରହିଛନ୍ତି । ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ବୁଲା କୁକୁରମାନଙ୍କର ଗଣନା । ବୁଲା କୁକୁରଙ୍କ ଗଣନା, ବନ୍ଧ୍ୟାକରଣ ଏବଂ ଟୀକାକରଣ କରାଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ…

୨ ମାସର ଶିଶୁ ପାଇଁ ଜୀବନକୁ ବାଜି ଲଗାଇଲେ ନର୍ସ, ଡେଇଁଲେ ଉଚ୍ଛୁଳା ନାଳ

ମଣ୍ଡି: ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଏକ ଷ୍ଟାଫ ନର୍ସଙ୍କର ସାହସ ଏବଂ ଇଚ୍ଛାଶକ୍ତିର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଲୋକମାନେ ତାଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି। ତେବେ ଏହି ଭିଡିଓଟି ଜିଲ୍ଲାର ଚୌହରଘାଟିର ସୁଧାର ପଞ୍ଚାୟତ ଗଢ଼ନାଳ ଅଞ୍ଚଳର। ଏହି ଅଞ୍ଚଳରେ…

Breastfeeding Home: ଶ୍ରୀମନ୍ଦିର ପରିସରରେ ପ୍ରଶାସନର ଶାଖା କାର୍ଯ୍ୟାଳୟ ନିକଟରେ ହେବ ସ୍ତନ୍ୟପାନ ଗୃହ

ପୁରୀ: ଶ୍ରୀମନ୍ଦିର ପରିସରରେ ଖୋଲିବ ଏକ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଜନା ହୋଇଛି । କାରଣ ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଆସୁଥିବା ବେଳେ ଅନେକ ମା' ନିଜ ଛୋଟ ଶିଶୁଙ୍କୁ ନେଇ ଆସିଥାନ୍ତି । ବିଶେଷ କରି ସ୍ତନ୍ୟପାନ ଉପରେ…

WhatsApp Ask Meta AI: ହ୍ୱାଟସଆପରେ ଆସିଲା ନୂତନ ଆସ୍କ ମେଟା ଏଆଇ ଫିଚର, ଜାଣନ୍ତୁ ଏହାର ବ୍ୟବହାର

ନୂଆଦିଲ୍ଲୀ: ହ୍ୱାଟସଆପ୍ ଏହାର ବ୍ୟବହାରକାରୀଙ୍କ ସୁବିଧା ପାଇଁ ନିରନ୍ତର ନୂତନ ଫିଚର ଆଣିଥାଏ। ଏଥର ମେଟା ଏପରି ଏକ AI ଫିଚର ଆଣିଛି, ଯାହା ସାହାଯ୍ୟରେ ଆପଣ ଯେକୌଣସି ମେସେଜ୍ ବିଷୟରେ ତୁରନ୍ତ ସୂଚନା ପାଇପାରିବେ। ଏହି ଫିଚରର ନାମ ହେଉଛି Ask Meta AI। ଏହି ଫିଚର କିପରି କାମ କରିବ ଏବଂ ଏହା…