Latest Odisha News

BREAKING NEWS

ଟିମ ଇଣ୍ଡିଆର ଜର୍ସି ସ୍ପନଶର ହେଉଛନ୍ତି କି ବର୍ବାଦ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଜର୍ସି ସ୍ପନଶର ହେବା ସର୍ବଦା ଗର୍ବର ବିଷୟ ହୋଇଥାଏ । ମାତ୍ର ସଂଯୋଗର ବିଷୟ ଏହି କି ଯେ, ଯିଏ ବି ଟିମ ଇଣ୍ଡିଆର ଜର୍ସି ସ୍ପନଶର ହୋଇଛି ପରେ ସେହି କମ୍ପାନୀ ବର୍ବାଦ ହୋଇଯାଇଛି । ଏବେ ଏହି ସଂଯୋଗ ଚର୍ଚ୍ଚାର କାରଣ ସାଜିଛି । ଆସନ୍ତୁ ନଜର ପକାଇବା ଏହି ଅଜବ…

China’s Wang meets Pak Army chief: ଭାରତ ପରେ ପାକ୍ ଗସ୍ତରେ ଚୀନ୍ ବିଦେଶ ମନ୍ତ୍ରୀ: ମୁନିରଙ୍କୁ ଭେଟି…

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ଆଞ୍ଚଳିକ ସୁରକ୍ଷା, ଆତଙ୍କବାଦ ବିରୋଧୀ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବିଷୟ ଉପରେ ଆଲୋଚନା କରିଛନ୍ତି। ଏହି ବୈଠକ ପରେ ସେନା ଏକ ବିବୃତ୍ତି ଜାରି…

Weather update: ଆଗାମୀ ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼କୁ ରେଡ ଆଲର୍ଟ; ଏପଟେ ଆହୁରି ୫ ଦିନ ବର୍ଷା…

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଏପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼କୁ ରେଡ ଆଲର୍ଟ ଜାରି ହୋଇଛି। ସେହିପରି…

Corrupt Employees: ଦୁର୍ନୀତିଖୋର କର୍ମଚାରୀଙ୍କୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା, କହିଲେ ସମସ୍ତଙ୍କୁ…

ଭୁବନେଶ୍ୱର: ଏଣିକି ସାବାଡ ହେବେ ଦୁର୍ନୀତିଖୋର କର୍ମଚାରୀ। ସରକାରଙ୍କଠାରୁ କେହି ବର୍ତ୍ତିପାରିବେନି। କାରଣ ରାଜ୍ୟ ସରକାର ଆଣିବେ କଠୋର ନିୟମ। ତେବେ ଦୁର୍ନୀତିଖୋର କର୍ମଚାରୀଙ୍କୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ଦୁର୍ନୀତିଖୋରଙ୍କୁ…

Ex-Sri Lankan President Arrested: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଗିରଫ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଗିରଫ। ତାଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି। ବ୍ୟକ୍ତିଗତ କାମରେ ସରକାରୀ ଅର୍ଥର ଅପବ୍ୟବହାର ଅଭିଯୋଗରେ ଗିରଫ ହୋଇଛନ୍ତି ରାନିଲ ବିକ୍ରମସିଂଘେ। ଶ୍ରୀଲଙ୍କାର ସମ୍ବାଦପତ୍ର ଦି ଡେଲି ମିରର ଏକ ରିପୋର୍ଟ ଅନୁଯାୟୀ,…

Odisha Election 2024: ମୁଁ କାନ ମୋଡ଼ିବାକୁ ରାଜନୀତିକୁ ଆସିନାହିଁ, ଜନତାଙ୍କ ଆଗରେ କାନ ଦେଖାଇ ଦେଉଛି: ଧର୍ମେନ୍ଦ୍ର

ଭୁବନେଶ୍ବର: ଓଡ଼ିଆ ଅସ୍ମିତା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ଏକ ସାଂସ୍କୃତିକ ଅବବୋଧ। ତେବେ ଗତ ନିର୍ବାଚନ ବେଳେ ତତ୍‌କାଳୀନ ପରିସ୍ଥିତି ଯୋଗୁଁ ଏହା ରାଜନୈତିକ ପ୍ରସଙ୍ଗ ପାଲଟିଥିଲା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 'ଭଏସେସ୍‌ ଏଣ୍ଡ୍‌ ଭୋଟ୍‌ସ:…

PMGSY Road: ପିଏମଜିଏସ୍‌ୱାଇ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏନେଇ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୫ ବର୍ଷ ଭିତରେ ୩୦ ହଜାର କିଲୋମିଟର ରାସ୍ତା ଓ ୫୦୦ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ…

OTET Question Paper Leak: ଓଟିଇଟି କେଳେଙ୍କାରୀ: ୨ ଅଭିଯୁକ୍ତଙ୍କ ଜାମିନ୍‌ ଆବେଦନର ଶୁଣାଣି ଶେଷ

କଟକ: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା । ୨ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଶୁଣାଣି ଶେଷ ହୋଇଛି । ଦୁଇ ଅଭିଯୁକ୍ତ ବିଜୟ ମିଶ୍ର ଓ ଜୟନ୍ତ ରାଉତଙ୍କ ଜାମିନ୍ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ କଟକ ଏଡିଜେ-୩ କୋର୍ଟ । ସେପଟେ ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡରେ ନେଇଥିଲା…

BMC : ରାଜଧାନୀରେ ହେବ କୁକୁର ଗଣନା; କାନରେ ଲାଗିବ ଟ୍ୟାଗ …

ଭୁବନେଶ୍ବର: କୁକୁରଙ୍କ ସଂଖ୍ୟା ଜାଣିବା ପାଇଁ ରାଜଧାନୀରେ ହେବ ଡଗ୍ ସେନସସ । ରାଜଧାନୀ ଭୁବନେଶ୍ୱରରେ ଉଭୟ ବୁଲା ଏବଂ ପୋଷା କୁକୁର ଗଣନା ହେବ ବୋଲି ଶୁକ୍ରବାର BMC ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ବିଏମ୍‌ସି ମେୟର କହିଛନ୍ତି;କୁକୁରଙ୍କ କାନରେ ଟ୍ୟାଗ ଲଗାଯିବ। ବିଏମ୍‌ସି ପାଖରେ…

Masood Azhar: ଏମିତି ଚାନ୍ଦା ଆଦାୟ କରିଥିଲା ଜୈଶ !

ନୂଆଦିଲ୍ଲୀ: ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଚୁପଚାପ ଆରମ୍ଭ କରିଥିଲା ଅର୍ଥ ସଂଗ୍ରହ ଅଭିଯାନ। 313 ଟି ନୂଆ ପ୍ରଶିକ୍ଷଣ ଶିବିର ବା ମରକଜ ଓ ସୁରକ୍ଷିତ ଠିକଣା ବନାଇବାକୁ 3ହଜାର 910 କୋଟି ଟଙ୍କା ସଂଗ୍ରହ କରିଥିଲା। ଅଭିଯାନ ଦ୍ବାରା ଜୈଶର ଆତଙ୍କୀ ଭିତ୍ତିଭୂମିକୁ…