John Bolton:ଭାରତ ଉପରେ ଟ୍ରମ୍ପଙ୍କ ଟାରିଫକୁ ସମାଲୋଚନା କରିଥିବା ଜନ ବୋଲ୍ଟନଙ୍କ ଘରେ ଏଫବିଆଇ ଚଢାଉ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ସୁରକ୍ଷା ପରାମର୍ଶଦାତା ତଥା ବର୍ତ୍ତମାନ ତାଙ୍କର କଠୋର ସମାଲୋଚକ ଜନ୍ ବୋଲ୍ଟନ(John Bolton)ଙ୍କ ଘରେ ଏଫବିଆଇ (FBI) ଚଢାଉ କରିଛି। ସୂଚନାଥାଉକି ବୋଲ୍ଟନ୍ ଟ୍ରମ୍ପଙ୍କ ଭାରତ ସହିତ ସମ୍ପର୍କ ନୀତି ଏବଂ ଦଣ୍ଡାତ୍ମକ ଶୁଳ୍କ…