ବାଣ ଭିଡୁଥିଲା ବେଳେ ବିସ୍ଫୋରଣ, ଜଣେ ମୃତ
କଟକ: କଟକ ସଦର ଥାନା ଅଧୀନରେ ଥିବା ଖଲର୍ଦ୍ଦା ନିକଟସ୍ଥ ହାତୀଗଡ଼ାରେ ରବିବାର ଦିନ ଏକ ଘରେ ବେଆଇନ ଭାବରେ ବାଣ ତିଆରି ହେଉଥିବା ସମୟରେ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ବୈକୁଣ୍ଠ ସାମଲ ନାମକ ବ୍ୟକ୍ତିଙ୍କ ଘରେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ତାଙ୍କର…