ଗୋଟିଏ ସ୍କୁଟିରେ ୭ ଜଣ; ଲାଗିଲା ୨୧,୫୦୦ ଟଙ୍କାର ଫାଇନ
ସମ୍ବଲପୁର: ସମ୍ବଲପୁରର ଧନୁପାଲିରେ ଗୋଟିଏ ସ୍କୁଟିକୁ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ମୋଟା ଅଙ୍କର ଫାଇନ ଲାଗିଛି।
ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଛଅ ଜଣ ନାବାଳକଙ୍କ ସମେତ ସାତ ଜଣ ପିଲା ଗୋଟିଏ ସ୍କୁଟିରେ ବସି ଯାଉଥିଲେ। ଅତ୍ୟନ୍ତ ବେପରୁଆ ଭାବରେ ଢଙ୍ଗରେ…