ପୁରୀରେ ପ୍ରତିଷ୍ଠା ହେବ କୁସ୍ତି ଏବଂ ବକ୍ସିଂ ଏକାଡେମୀ
ଭୁବନେଶ୍ୱର: ପୁରୀରେ ଏକ କୁସ୍ତି ଏବଂ ବକ୍ସିଂ ଏକାଡେମୀ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଅନୁମୋଦନ ପ୍ରଦାନ କରିଛନ୍ତି।ଏ ସମ୍ପର୍କରେ କ୍ରୀଡା ଏବଂ ଯୁବ ସେବା ବିଭାଗ ପକ୍ଷରୁ ପୁରୀ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏକ ଚିଠି ପଠାଯାଇଛି।
ପ୍ରସ୍ତାବିତ ଏକାଡେମୀ ପାଇଁ ଜିଲ୍ଲା…