ଆହୁରି ୫ ଦିନ କଲବଲ କରିବ ଶୀତ, ଏହି ସବୁ ସ୍ଥାନରେ ଅଧିକ ଜାଡ…
ଭୁବନେଶ୍ୱର: ଓଡ଼ିଶାରେ ଆହୁରି ୫ ଦିନ ଯାଏଁ ଘନ କୁହୁଡ଼ି ଜାରି ରହିବ। ଏନେଇ ସୋମବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି।
ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର ଏବଂ ସୋନପୁର ଜିଲ୍ଲା ପାଇଁ ପାଣିପାଗ ବିଭାଗ ସତର୍କତା ଜାରି…