Putin, Netanyahu on call: କରିପାରିଲେନି ଟ୍ରମ୍ପ, କରି ଦେଖେଇବେ ପୁଟିନ୍?
ନୂଆଦିଲ୍ଲୀ: ସୁଧୁରିବ କି ମଧ୍ୟପ୍ରାଚ୍ୟ ସ୍ଥିତି?...ଫେରିବ କି ଗାଜାରେ ଶାନ୍ତି?...ଯାହା ଟ୍ରମ୍ପ କରିପାରିଲେନି, ତାହା ପୁଟିନ କରି ଦେଖେଇବେ କି?...କଥା ହେଲେ ନେତାନ୍ୟାହୁ ଏବଂ ପୁଟିନ...ଇରାନର ପରମାଣୁ ଉପରେ ବି କଲେ ବଡ ଆଲୋଚନା
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇସ୍ରାଏଲୀ…