Bangladesh News: ବାଂଲାଦେଶରେ ଖୋକନ ଦାସଙ୍କ ହତ୍ୟା ଅଭିଯୋଗରେ ୩ ଗିରଫ…
ଢାକା: ନୂଆ ବର୍ଷ ପୂର୍ବଦିନ ହିନ୍ଦୁ ବ୍ୟବସାୟୀ ଖୋକନ ଚନ୍ଦ୍ର ଦାସଙ୍କ ହତ୍ୟା ଘଟଣାରେ ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ବାଂଲାଦେଶ ପୋଲିସ । ଗିରଫ ସନ୍ଦିଗ୍ଧ ମାନେ ହେଲେସୋହାଗ୍ ଖାନ (୨୭), ରାବି ମୋଲ୍ଲା (୨୧) ଏବଂ ପଲାଶ ସର୍ଦ୍ଦାର (୨୫) । ଏହି ତିନି ଜଣଙ୍କୁ କିଶୋରଗଞ୍ଜ ଜିଲ୍ଲାରୁ ପୋଲିସ…