‘ନବ ନିର୍ମାଣ କୃଷକ ସଂଗଠନ’ର ଓଡ଼ିଶା ବନ୍ଦ ଜାରି, ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ଅଟକ
ଭୁବନେଶ୍ୱର: ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟ ବ୍ୟାପୀ ଦିଆଯାଇଥିବା ଓଡ଼ିଶା ବନ୍ଦ ଯୋଗୁଁ କେତେକାଂଶରେ ସଫଳ ହୋଇଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଅବରୋଧ ଯୋଗୁଁ ଯାନବାହନ ଚଳାଚଳରେ ବ୍ୟାହତ ହୋଇଛି ।
ନବ ନିର୍ମାଣ କୃଷକ ସଂଗଠନ (ଏନଏନକେଏସ) ପକ୍ଷରୁ କର୍ମୀମାନେ ରାଜ୍ୟର…