ମିଆଁମାର ସେନା ନିଜ ଦେଶରେ କାହିଁକି କଲା ବିମାନ ଆକ୍ରମଣ ?ଚାଲିଗଲା ୨୧ଜୀବନ
ନୂଆଦିଲ୍ଲୀ:ଦକ୍ଷିଣ-ପୂର୍ବ ଏସୀୟ ଦେଶ ମିଆଁମାରର ରତ୍ନ-ଖଣି ଶିଳ୍ପର କେନ୍ଦ୍ର ମୋଗୋକ ସହରରେ ସେନା ଦ୍ୱାରା ବିମାନ ଆକ୍ରମଣ । ଏଥିରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୨୧ ଜଣଙ୍କର ମୃତ୍ୟୁ ହୋଇଛି।
ପୂର୍ବରୁ ମଧ୍ୟ ଘାତକ ସାମରିକ ବିମାନ ଆକ୍ରମଣ ହୋଇଛି, ସେଥିରେ ପ୍ରାୟତଃ ସାଧାରଣ ନାଗରିକଙ୍କ…