Fishermen Arrested: ୨ଟି ଟ୍ରଲର ଜବତ, ୧୯ ମସ୍ୟଜୀବୀ ଗିରଫ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ନିଷିଦ୍ଧ ଅଞ୍ଚଳରୁ ୨ଟି ଟ୍ରଲର ଜବତ କରିବା ସହ ଏଥିରେ ଥିବା ୧୯ ଜଣ ମସ୍ୟଜୀବୀକୁ ଗିରଫ କରିଛି ବନ ବିଭାଗର ପାଟ୍ରୋଲିଂ ଟିମ୍ । ଗହୀରମଥା ସାମୁଦ୍ରିକ ନିଷିଦ୍ଧ ଅଞ୍ଚଳରେ ବେଆଇନ ଭାବେ ମାଛ ମାରୁଥିବା ବେଳେ ଏମାନଙ୍କୁ ଗିରଫ…