ଟ୍ରମ୍ପଙ୍କୁ ନୋବେଲ ପ୍ରଦାନ ପାଇଁ ଏହି ସର୍ତ୍ତ ରଖିଲେ ହିଲାରୀ କ୍ଲିଣ୍ଟନ
ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାରକୁ ନେଇ ସବୁବେଳେ ଚର୍ଚ୍ଚାରେ। ଏହି ସମୟରେ ପୂର୍ବତନ ଆମେରିକାର ବୈଦେଶିକ ମନ୍ତ୍ରୀ ତଥା ଡେମୋକ୍ରାଟିକ୍ ପାର୍ଟିର ନେତା ହିଲାରୀ କ୍ଲିଣ୍ଟନ ନୋବେଲ ଶାନ୍ତି ପୁରସ୍କାରକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।
ସେ…