Latest Odisha News

BREAKING NEWS

କୁମ୍ବଲେ-ଅଂଶୁଲଙ୍କ ମଧ୍ୟରେ କଣ ରହିଛି ସଂଯୋଗ

ନୂଆଦିଲ୍ଲୀ: ଓଲ୍ଡ ଟ୍ରାଫେଡରେ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଖେଳାଯାଉଛି । ଭାରତୀୟ କ୍ରିକେଟ ଟିମ ତାର ଚୂଡାନ୍ତ ଏକାଦଶରେ ଯୁବ ବୋଲର ଅଂଶୁଲ କମ୍ବୋଜଙ୍କୁ ସୁଯୋଗ ଦେଇଛି । କରୁଣ ନାୟାର, ନୀତିଶ ରେଡ୍ଡୀ ଓ ଆକାଶଦୀପଙ୍କ ସ୍ଥାନରେ ଟିମ ଇଣ୍ଡିଆ ସାଈ ସୁଦର୍ଶନ, ଅଂଶୁଲ କମ୍ବୋଜ ଓ…

ଅତ୍ୟାଧୁନିକ ସମନ୍ଵିତ ମତ୍ସ୍ୟ ଚାଷୀ ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ; ଚାଷୀ ହେବେ ପ୍ରଶିକ୍ଷିତ

ଭୁବନେଶ୍ୱର: “ଅତ୍ୟାଧୁନିକ ସମନ୍ଵିତ ମତ୍ସ୍ୟ ଚାଷୀ ତାଲିମ କେନ୍ଦ୍ର”ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଭୁବନେଶ୍ଵର କୌଶଲ୍ୟାଗଙ୍ଗ ସରକାରୀ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ରଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ…

ନାରୀ ନ୍ୟାୟ ପାଇଁ ଲଢ଼ିବ ‘ନାରୀ ନ୍ୟାୟ ବାହିନୀ’ ଆପ୍

ଭୁବନେଶ୍ୱର: ବାରମ୍ବାର ନାରୀ ଅତ୍ୟାଚାର ଉପରେ ଲାଗିବ ରୋକ୍ । ନାରୀ ନ୍ୟାୟ ପାଇଁ ଲଢ଼ିବ ‘ନାରୀ ନ୍ୟାୟ ବାହିନୀ’ ଆପ୍। ବୁଧବାର ‘ନାରୀ ନ୍ୟାୟ ବାହିନୀ’ ଆପ୍ ଉନ୍ମୋଚନ ହୋଇଛି। ନାରୀଙ୍କୁ ନ୍ୟାୟ ପାଇଁ ଜନ ସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବ। ସମାଜରେ ମହିଳା ଆଉ ଶୋଷିତ ହେବନି। ରାଜ୍ୟ…

ପୁଣି ଭାରତ ଭ୍ରମଣରେ ଆସିବେ ଚୀନ ନାଗରିକ, ୨୪ରୁ ଭିସା ଆରମ୍ଭ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେଉଛି। ଫଳରେ ଭାରତ ସରକାର ଦୀର୍ଘ ପାଞ୍ଚ ବର୍ଷ ପରେ ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କାର୍ଯ୍ୟ ଗୁରୁବାର ଅର୍ଥାତ୍ ଜୁଲାଇ ୨୪ରୁ…

‘ଅପରେସନ୍‌ ସିନ୍ଦୂର’ ଉପରେ ସଂସଦରେ ହେବ ୧୬ ଘଣ୍ଟାର ଡିବେଟ୍‌

ନୂଆଦିଲ୍ଲୀ: 'ଅପରେସନ୍‌ ସିନ୍ଦୂର’ ଉପରେ ସଂସଦରେ ହେବ ୧୬ ଘଣ୍ଟାର ଡିବେଟ୍‌। ଆସନ୍ତା ସପ୍ତାହରେ ଡିବେଟ୍‌ ନେଇ ବିଜନେସ୍‌ ଆଡଭାଇଜରୀ କମିଟିର ସୂଚନା। ବିରୋଧୀ ଦଳଗୁଡ଼ିକର ଦୃଢ଼ ଦାବି ପରେ ସରକାର ସମୟ ଧାର୍ଯ୍ୟ କଲେ। ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଥିବାରୁ ଆସନ୍ତା ସପ୍ତାହ ପାଇଁ ଦିନ…

ଯାନ୍ତ୍ରିକ ତ୍ରୁଟି ପାଇଁ ଅଧାରୁ ଫେରିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ 

ଦୋହା: କେରଳର କୋଝିକୋଡରୁ କତାରର ରାଜଧାନୀ ଦୋହା ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଯାହା ପରେ ପାଇଲଟ୍ ବିମାନର ତ୍ରୁଟି ବିଷୟରେ ATC (ଏୟାର ଟ୍ରାଫିକ୍ କଣ୍ଟ୍ରୋଲ)କୁ ଜଣାଇଥିଲେ। ଏହା ପରେ ବିମାନଟିକୁ କେରଳର କୋଝିକୋଡ ବିମାନବନ୍ଦରରେ ସୁରକ୍ଷିତ…

‘ମୁଁ ରହିବାକୁ ଚାହୁଁନି, ବୋଉକୁ ଭଲରେ ରଖିବୁ’ ଲେଖି ନିଜକୁ ଜାଳିଦେଲେ ବୃଦ୍ଧ

ଗଞ୍ଜାମ: ସାନଖେମୁଣ୍ଡି ବ୍ଲକ ଦୟାନିଧି ପୁର ପଞ୍ଚାୟତ ବଡ଼ିଆଓସ୍ତା ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଜଣେ ବୃଦ୍ଧ କୌଣସି କାରଣରୁ ସୁଇସାଇଡ୍‌ ନୋଟ୍‌ ଲେଖି କିରାସିନି ଢ଼ାଳି ନିଜକୁ ଜାଳିଦେଇଛନ୍ତି । ନିଆଁ ଲଗାଇ ଦେଇଥିବାରୁ ବୃଦ୍ଧ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।…

ଅଧିକାର ପାଇଁ ସ୍ୱର ଉଠେଇବା ଅପରାଧ ନୁହେଁ: ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଧିକାରୀ ପାଇଁ ସ୍ୱର ଉଠେଇବା ଅପରାଧ ନୁହେଁ। ଆଜି ଲୋକସେବା ଭବନ କର୍ମଚାରୀମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ ୨୦୧୩…

ସ୍ତ୍ରୀଙ୍କ ବାଥରୁମ ଭିଡିଓ ସୁଟ୍ କରି ବ୍ଲାକମେଲ୍ କଲେ ସ୍ବାମୀ: କାରଣ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ….

ପୁନେ: ବର୍ତ୍ତମାନ ଘରେ ବାହାରେ ଚାରିଆଡେ ମହିଳା ଅସୁରକ୍ଷିତ । ସବୁ କ୍ଷେତ୍ରରେ ମହିଲାଙ୍କୁ ନିଜର ସମ୍ମାନ ବଞ୍ଚାଇବା ସଂଘର୍ଷ କରିବାକୁ ପଡୁଛି । ଏବେ ରାଜ୍ୟ ହେଉକି ଦେଶ ପ୍ରତିଦିନ ମହିଳାଙ୍କୁ ନିର୍ଯାତନା ଖବର ବାସ୍ତବରେ ହୃଦୟବିଦାରକ । ଏହି ସମୟରେ ମହାରାଷ୍ଟ୍ରରୁ ଏକ ଅତ୍ୟନ୍ତ…

ଅଗଷ୍ଟ ୧୬ରୁ ଭୁବନେଶ୍ଵରରୁ ଝାରସୁଗୁଡାକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଏକ ଆଞ୍ଚଳିକ ବିମାନ କମ୍ପାନୀ ଷ୍ଟାର ଏୟାର ଅଗଷ୍ଟ ୧୬ରୁ ଭୁବନେଶ୍ୱର ଏବଂ ଝାରସୁଗୁଡା ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବ। ଷ୍ଟାର ଏୟାରର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଶିଳ୍ପା ଭାଟିଆ କହିଛନ୍ତି ଯେ, "ଆମେ ଭୁବନେଶ୍ୱରରୁ ଆମର ସେବା ଆରମ୍ଭ କରି ଆନନ୍ଦିତ। ଝାରସୁଗୁଡା…