ଭୁବନେଶ୍ବରରୁ ପୁରୀ ଯିବା ଏବେ ଆହୁରି ସହଜ ହେବ, ୧୩୦ କିମି ବେଗରେ ଦୌଡ଼ିବ ଟ୍ରେନ୍
ଭୁବନେଶ୍ବର: ଏବେ ଅତି କମ୍ ସମୟ ଭିତରେ ଭୁବନେଶ୍ବରରୁ ଯାଇ ପୁରୀରେ ପହଞ୍ଚିଯିବେ ଯାତ୍ରୀ । ଭୁବନେଶ୍ବରରୁ ପୁରୀକୁ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡ଼ିବ ଟ୍ରେନ୍ । ଇହା ମଧ୍ୟରେ ଭୁବନେଶ୍ବରରୁ ଖୋର୍ଦ୍ଧାରୋଡ୍ ପର୍ଯ୍ୟନ୍ତ ୨୦ କିମି ରେଳ ଲାଇନ୍କୁ ଅଟୋ ସିଗନାଲିଂ ହୋଇସାରିଛି ।…