ହୋଟେଲ୍, ଢାବାରେ କାଠ ଓ କୋଇଲା ଜାଳିଲେ ଲାଗିବ ଫାଇନ: ବିଏମସି
ଭୁବନେଶ୍ୱର: ଅନୁଗୁଳ ଏବଂ ବାଲେଶ୍ୱର ପରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ରାଜଧାନୀରେ ବାୟୁ ଗୁଣବତ୍ତା ହ୍ରାସ କରିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛି।ହୋଟେଲ ଏବଂ ଢାବାରେ କୋଇଲା କିମ୍ବା କାଠ ଚୁଲା ବ୍ୟବହାର କରିବା ଉପରେ କଟକଣା ଲଗାଇଛି ବିଏମସି।
ଏହି ପ୍ରକାରର…