ମ୍ୟାନ୍ ଅଫ୍ ଦି ମ୍ୟାଚକୁ ମିଳିଥାଏ କେତେ ଟଙ୍କା? ମ୍ୟାଚ୍ ଫିସଠୁ ଅଧିକ ନା କମ…
ନୂଆଦିଲ୍ଲୀ : ନିକଟରେ ମହିଳା ଓ୍ବାନଡେ ବିଶ୍ୱକପ୍ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ୍ୱକପ୍ ଟ୍ରଫି ନିଜ ନାମରେ କରିଛି। ଫାଇନାଲ୍ ମ୍ୟାଚ୍ରେ ଶେଫାଳୀ ବର୍ମା ଧମାକାଦାର ଇନିଂସ୍ ଖେଳି ଭାରତକୁ ବିଶ୍ୱ ବିଜେତା ବନାଇଥିଲେ। ଏହି ମ୍ୟାଚ୍ରେ ଶେଫାଳୀଙ୍କ ଅସାଧାରଣ ପ୍ରଦର୍ଶନ…