ଆମେରିକାର କୁଖ୍ୟାତ ବ୍ରୁକ୍ଲିନ୍ ଜେଲରେ ଭେନେଜୁଏଲା ରାଷ୍ଟ୍ରପତି ମାଦୁରୋ: କାହିଁକି ଏହା ବିବାଦୀୟ ଜେଲ୍?
ନ୍ୟୁୟର୍କ: ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଗିରଫ କରିବା ପରେ ଏବେ ସମଗ୍ର ବିଶ୍ୱର ନଜର ଆମେରିକାର ଏକ ବଦନାମ କାରାଗାର ଉପରେ ପଡ଼ିଛି। ନ୍ୟୁୟର୍କ୍ ସହରର ବ୍ରୁକ୍ଲିନ୍ ଅଞ୍ଚଳରେ ଥିବା ମେଟ୍ରୋପଲିଟାନ୍ ଡିଟେନ୍ସନ୍ ସେଣ୍ଟର (ଏମ୍ଡିସି) ନାମକ ଏହି ଫେଡେରାଲ୍ ଜେଲ୍ରେ…