Latest Odisha News

BREAKING NEWS

ଏହି ଦେଶକୁ ଗଲେ କଟିପତି ହୋଇଯାନ୍ତି ଭାରତୀୟ, ମାତ୍ର ୧୦୦୦ ଟଙ୍କାରେ ମିଳିଯାଏ ୫ ଷ୍ଟାର

ନୂଆଦିଲ୍ଲୀ: ଯଦି ଆପଣ କେବେ ଭାବନ୍ତି ଯେ କମ୍ ଟଙ୍କାରେ ବିଦେଶ ବୁଲି କୋଟିପତି ଭଳି ଅନୁଭବ କରାଯାଇପାରେ, ତେବେ ଲାଓସ୍ ଆପଣଙ୍କ ପାଇଁ ଠିକ୍ ସ୍ଥାନ। ଦକ୍ଷିଣ ପୂର୍ବ ଏସିଆର ଏହି ଛୋଟ ସୁନ୍ଦର ଦେଶ ତା’ର ସସ୍ତା ମୁଦ୍ରା, ପ୍ରକୃତି ଓ ଶାନ୍ତ ପରିବେଶ ପାଇଁ ପରିଚିତ। ଏଠାକୁ ପହଞ୍ଚିଲେ ପ୍ରତ୍ୟେକ…

ଚଳଚ୍ଚିତ୍ର ‘ମହିମା ଅଲେଖ’ ଭାରତୀୟ ପାନୋରମାରେ ପ୍ରଦର୍ଶନ ପାଇଁ ମନୋନୀତ

ଭୁବନେଶ୍ୱର: 'ମହିମା ଅଲେଖ' ଆଗାମୀ ୫୬ତମ ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (IFFI)ର ସମ୍ମାନଜନକ ଭାରତୀୟ ପାନୋରମାରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି । ଏହାର ନିର୍ଦ୍ଦେଶକ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ହିମାଂଶୁ ଶେଖର ଖଟୁଆ । ଓଡିଶାରେ ଜନ୍ମିତ ମହିମା…

‘ଏକାମ୍ର ୱାକ୍‌ସ’ର ୯ମ ସଂସ୍କରଣ ଶୁଭାରମ୍ଭ: ଐତିହ୍ୟ ପାଳନ ଓ ସ୍ୱଚ୍ଛତାକୁ ପ୍ରୋତ୍ସାହନ

ଭୁବନେଶ୍ବର: ଇଣ୍ଡିଆନ ରୋଡ୍ କଂଗ୍ରେସର (ଆଇଆରସି) ଅବସରରେ 'ଐତିହ୍ୟ ପାଳନ କରନ୍ତୁ, ଭୁବନେଶ୍ବରକୁ ସଫା ରଖନ୍ତୁ ।' ଶୀର୍ଷକ ବାର୍ତ୍ତାକୁ ନେଇ 'ଏକାମ୍ର ୱାକ୍‌ସ'ର ୯ମ ସଂସ୍କରଣ ଶୁଭାରମ୍ଭ ହୋଇଯାଇଛି । ଶୁକ୍ରବାର ଜନତା ମଇଦାନ ଠାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ଭୁବନେଶ୍ୱର ମହାନଗର…

ଓଡିଶାରେ ଗଡିବ ହାଇଡ୍ରୋଜେନ ଯାନ: କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଜୟରାମ ଗଡକରୀଙ୍କ ଦ୍ୱାରା ୮୪ତମ ଭାରତୀୟ ସଡକ କଂଗ୍ରେସ ସମାବେଶ ଉଦଘାଟନ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଓଡିଶା ପାଇଁ ୧୦୦୦ କୋଟି ଟଙ୍କାର…

ନୂଆପଡାରେ ସରକାରଙ୍କୁ ଧୋଇଲେ ନବୀନ, ଏମିତି କଲେ ଟାର୍ଗେଟ…

ନୂଆପଡା: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଦିନିକିଆ ନୂଆପଡା ଗସ୍ତରେ ଯାଇ ସେଠାରେ ମାରାଥନ୍‌ ନିର୍ବାଚନ ପ୍ରଚାର କରିଛନ୍ତି । ଦୀର୍ଘ ତିନି ଘଣ୍ଟା ଧରି ଖରିଆର ରୋଡ ଓ ନୂଆପଡାରେ ବିଶାଳ ରୋଡ ଶୋ ରେ ଯୋଗ ଦେଇ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ…

ଧୋନୀ ଖେଳିବେ କି ନାହିଁ ବଡ ସଙ୍କେତ ଦେଲେ ଚେନ୍ନାଇ ସିଇଓ

ଚେନ୍ନାଇ: ଆଇପିଏଲ ୨୦୨୬ ଆରମ୍ଭ ହେବାକୁ ବେଶ କିଛି ଦିନ ବାକି ରହିଛି । ଏବେଠାରୁ ଆଇପିଏଲ ନେଇ ଅନେକ ଖବର ସମ୍ମୁଖକୁ ଆସୁଛି । ମହେନ୍ଦ୍ର ସିଂ ଧୋନୀ ଆଗାମୀ ଆଇପିଏଲ ଖେଳିବେ କି ନାହିଁ ତାହା ବେଶ ଆଲୋଚନାର ବିଷୟ ହୋଇଛି । ଏବେ ଚେନ୍ନାଇ ସିଇଓ କାଶୀ ବିଶ୍ୱନାଥ ଏ ନେଇ ବଡ ସଙ୍କେତ ଦେଇଛନ୍ତି ।…

ଭୋଟ ଗ୍ରହଣ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ଉପରେ କଟକଣା

ଭୁବନେଶ୍ବର: ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ମତଦାନ…

ଚେନ୍ନାଇ ସୁପର କିଙ୍ଗସରେ ହୋଇପାରେ ସଞ୍ଜୁଙ୍କ ଏଂଟ୍ରି

ନୂଆଦିଲ୍ଲୀ: ଆଇପିଏଲର ଆଗାମୀ ସିଜନରେ ସଞ୍ଜୁ ସାମସନ ନୂଆ ଟିମକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ସାମସନଙ୍କୁ ନେଇ ରାଜସ୍ଥାନ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଲୋଚନା ଚାଲିଥିଲେ ମଧ୍ୟ ଏବେ ଏଥିରେ ସିଏସକେର ଏଂଟ୍ରି ହୋଇଛି । କ୍ରିକବିଜ ରିପୋର୍ଟ ଅନୁସାରେ ରାଜସ୍ଥାନ ଓ ଚେନ୍ନାଇ…

ବ୍ରିସବେନରେ ଭାରତ ରଚିପାରେ ବିଶ୍ୱରେକର୍ଡ

ବ୍ରିସବେନ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ସିିରିଜର ଅନ୍ତିମ ମୁକାବିଲା ବ୍ରିସବେନରେ ଖେଳାଯିବ । ୨-୧ରେ ଅଗ୍ରଣୀ ଥିବା ଭାରତ ସିରିଜ ଜିତିବା ଲକ୍ଷ୍ୟରେ ରହିବ । ଅପରପକ୍ଷରେ ଅଷ୍ଟ୍ରେଲିଆ ସିରିଜ ବରାବର କରିବା ପାଇଁ ଚାହିଁବ । ବ୍ରିସବେନରେ ଭାରତ ନିକଟରେ ଏକ ବିଶ୍ୱରେକର୍ଡ…

ନବୀନଙ୍କ ହେଲିକପ୍ଟର ହେଲା ଯାଞ୍ଚ ଘଟଣା: ‘ନବୀନଙ୍କ ଫ୍ଲାଇଟ୍ ପ୍ଲାନ୍ ଦାଖଲ ହୋଇନଥିଲା’

ଭୁବନେଶ୍ବର: ନବୀନଙ୍କ ହେଲିକପ୍ଟରକୁ କ୍ଲିଅରାନ୍ସ ଦେବାରେ ବିଳମ୍ବ ଅଭିଯୋଗ ଘଟଣା । ବିଜେଡି ନେତା ଚିନ୍ମୟ ସାହୁଙ୍କ ଅଭିଯୋଗରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ସେ କହିଛନ୍ତି ଯେ, ନବୀନଙ୍କ ଫ୍ଲାଇଟ୍ ଅପରେଟର ଫ୍ଲାଇଟ୍ ପ୍ଲାନ୍ ସବମିଟ୍ କରି…