ଜାତୀୟ ହସ୍ତତନ୍ତ ଦିବସ: ଜନତା ମୈଦାନରେ ‘EKTA’ର ଶୁଭାରମ୍ଭ କଲେ ମାଧୁରୀ ଦୀକ୍ଷିତ
ଭୁବନେଶ୍ୱର: ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଗୁରୁବାର ଭୁବନେଶ୍ୱରସ୍ଥିତ ଜନତା ମୈଦାନରେ 'EKTA'ର ଶୁଭାରମ୍ଭ କଲେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଲେ ବଲିଉଡ୍ ଧକ୍ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ।
ଏହି…