୧୮ ମାସରେ ୨୦ ପୋଲିସ ସମେତ ୨୭୧ ଅଧିକାରୀଙ୍କୁ ବାନ୍ଧିଛି ଭିଜିଲାନ୍ସ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟ ଗତ ୧୮ ମାସ ମଧ୍ୟରେ ୨୦ ଜଣ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ଲାଞ୍ଚ ନେବ ଅଭିଯୋଗରେ ବାନ୍ଧିଛି। ରାଜ୍ୟ ବିଧାନସଭାରେ ସୋମବାର ଦିନ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଏହି ସମୟ…