ବିଦେଶରେ ହୋଇଥିଲା ଗାନ୍ଧୀ ପରିବାରର ଏହି ସଦସ୍ୟଙ୍କ ବିବାହ, ଜାଣନ୍ତୁ କେଉଁମାନେ ହୋଇଥିଲେ ସାମିଲ
ନୂଆଦିଲ୍ଲୀ: ଗାନ୍ଧୀ ପରିବାର ପୁଣିଥରେ ଚର୍ଚ୍ଚାରେ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ଏବଂ ବ୍ୟବସାୟୀ ରବର୍ଟ ଭାଡ୍ରାଙ୍କ ପୁଅ ରେହାନ ଭାଡ୍ରାଙ୍କର ବର୍ତ୍ତମାନ ସମୟରେ ଅଭିବା ବେଗ୍ଙ୍କ ସହ ନିର୍ବନ୍ଧ ହୋଇଛି । ନିର୍ବନ୍ଧ ପରେ ଏହି ଯୋଡ଼ି ପରିବାର ସଦସ୍ୟମାନଙ୍କ ସହ ରାଜସ୍ଥାନର…