ଜେଲରେ ଯଦି କଏଦୀଙ୍କଠୁ ମୋବାଇଲ ମିଳେ ତେବେ ଅଧିକ ମିଳେ କି ଦଣ୍ଡ ? କଣ କହୁଛି ଆଇନ
ନୂଆଦିଲ୍ଲୀ: ଜେଲ ସୁଧାର କ୍ରମରେ କେନ୍ଦ୍ର ସରକାର ନୂଆ କାରାଗାର ଆଇନ ଉପରେ କାମ କରୁଛନ୍ତି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଏହାର ଏକ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରିଛି। ଏହି ଡ୍ରାଫ୍ଟରେ କୁହାଯାଇଛି ଯେ ଯଦି କୌଣସି କଏଦୀଙ୍କ ପାଖରୁ ମୋବାଇଲ ଫୋନ ମିଳେ, ତେବେ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡର…