Indigo Flight Cancelled: ଇଣ୍ଡିଗୋ ଯାତ୍ରୀଙ୍କୁ ପୁଣି ବଡ଼ ଝଟକା,ଆଜି ଦିଲ୍ଲୀରୁ ସମସ୍ତ ଘରୋଇ ବିମାନ ଉଡ଼ାଣ ବାତିଲ
ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଗତ ୪ ଦିନ ଧରି ପରିଚାଳନାଗତ ଅସୁବିଧାର ସମ୍ମୁଖୀନ ହେଉଛି। ଫଳରେ ବିମାନ ଚଳାଚଳରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି। ଗୁରୁବାର ଦିନ ବିମାନ କମ୍ପାନୀ ୫୫୦ ଟି ଉଡ଼ାଣ ବାତିଲ କରିଛି, ଯାହା ଏହାର ୨୦ ବର୍ଷର ଇତିହାସରେ ପ୍ରଥମ। ଇଣ୍ଡିଗୋ…