Latest Odisha News

BREAKING NEWS

ମାସିକ ୧୫୦୦ ଟଙ୍କା ପାଇବେ ତୃତୀୟ ଲିଙ୍ଗୀଙ୍କ ଅଭିଭାବକ

ଭୁବନେଶ୍ୱର: ମାସିକ ୧୫୦୦ ଟଙ୍କା ପାଇବେ ତୃତୀୟଲିଙ୍ଗୀ ଶିଶୁଙ୍କ ଅଭିଭାବକ। ‘ସ୍ବୀକୃତି’ ଯୋଜନାରେ ଜାରି ହେଲା ନିର୍ଦ୍ଦେଶାବଳୀ। ତୃତୀୟଲିଙ୍ଗୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ସେମାନଙ୍କ ଅଧିକାରର ସୁରକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ‘ସ୍ବୀକୃତି’ ଯୋଜନା ଆରମ୍ଭ…

Attack on Vladimir Putin ଯୁଦ୍ଧ ବନ୍ଦ ହେବାର ଆଶା ଭାଙ୍ଗିଗଲା: ପୁଟିନଙ୍କ ଉପରେ ଆକ୍ରମଣ, ରାଗିଲେ ଟ୍ରମ୍ପ

ନୂଆଦିଲ୍ଲୀ:ଋଷ-ୟୁକ୍ରେନ ଯୁଦ୍ଧର ନିଆଁ ଆହୁରି ବଢ଼ିପାରେ। ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏବେ ଯୁଦ୍ଧର ନିଆଁକୁ ଲିଭାଇ ପାରିବେ ନାହିଁ। କାରଣ ହେଉଛି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘର ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ମଧ୍ୟରାତ୍ରିରେ, ୯୧ଟି ଡ୍ରୋନ ନୋଭଗୋରଡରେ ପୁଟିନଙ୍କ ବାସଭବନ ଉପରେ…

ଭାଙ୍ଗିଗଲା ସେହ୍ୱାଗଙ୍କ ୧୯ ବର୍ଷ ତଳର ରେକର୍ଡ

ନୂଆଦିଲ୍ଲୀ: ପାକିସ୍ତାନ ଟେଷ୍ଟ ଟିମର ଅଧିନାୟକ ଶାନ ମାସୁଦ ଏକ ବଡ ରେକର୍ଡ ନିଜ ନାମରେ କରିଛନ୍ତି । ପାକିସ୍ତାନ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ଦ୍ରୁତ ଦ୍ୱିଶତକ ହାସଲ କରିଛନ୍ତି । ମାସୁଦ ୧୭୭ ବଲରେ ଦ୍ୱିଶତକ ପୂରଣ କରିବା ସହ ଭାରତର ବୀରେନ୍ଦ୍ର ସେହ୍ୱାଗଙ୍କ ରେକର୍ଡ ଭଙ୍ଗ କରିଛନ୍ତି ।…

ଫିକା ପଡ଼ିବ ଜିରୋ ନାଇଟ୍‌ ସେଲିବ୍ରେସନ୍: ଅସ୍ଥାୟୀ ମଦ ଲାଇସେନ୍ସ ଖାରଜ

ଭୁବନେଶ୍ୱର: ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେସନ୍। ଏଥର କଠୋର ହୋଇଛି ଅବକାରୀ ବିଭାଗ। ଜିରୋ ନାଇଟ୍ ପାଇଁ ଅସ୍ଥାୟୀ ମଦ ଲାଇସେନ୍ସ ଆବେଦନକୁ ଖାରଜ କରି ଦେଇଛି ଅବକାରୀ ବିଭାଗ। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟର ସମସ୍ତ ଇଭେଣ୍ଟ ଅର୍ଗାନାଇଜର। ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଗତ…

PM Modi condoles: ଖାଲିଦାଙ୍କ ବିୟୋଗରେ ମୋଦିଙ୍କ ଶୋକ, ସାକ୍ଷାତକାରକୁ ମନେ ପକାଇଲେ…

ନୂଆଦିଲ୍ଲୀ: ବାଂଲାଦେଶରେ ବର୍ତ୍ତମାନ ବହୁତ କିଛି ଘଟୁଛି।ବାଂଲାଦେଶ ରାଜନୀତିରେ ଏକ ଯୁଗର ଅନ୍ତ ଘଟିଛି ।ଗୋଟିଏ ପଟେ ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା, ଅନ୍ୟପଟେ ଖାଲିଦା ଜିଆଙ୍କ ପୁଅ ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପରେ ରାଜନୈତିକ ଦୃଶ୍ୟପଟ ପରିବର୍ତ୍ତନ ହୋଇଯାଇଥିଲା । ଏହି…

ଭୟଙ୍କର ସଡ଼କ ଦୁର୍ଘଟଣା: ପଥଚାରୀଙ୍କୁ ପିଟିଲା ବସ୍, ୪ ମୃତ

ମୁମ୍ବାଇ: ମୁମ୍ବାଇର ଭାଣ୍ଡୁପ୍ ପଶ୍ଚିମ ଷ୍ଟେସନ ରୋଡ୍ ଅଞ୍ଚଳରେ ବଡ଼ ସଡକ ଦୁର୍ଘଟଣା। ରିଭର୍ସ ନେଉଥିବା ସମୟରେ ପଥଚାରୀଙ୍କୁ ପିଟିଲା ବସ୍। ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ…

ପୂନର୍ବାର ହାରିଲା ପରେ ରାଗିକି ଟେବୁଲକୁ ବାଡେଇଲେ କାର୍ଲସନ

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଚେସ ଖେଳାଳି ମାଗ୍ନସ କାର୍ଲସନ ବୋଧହୁଏ ପରାଜୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ପୂନର୍ବାର ତାଙ୍କର ଏକ ପ୍ରତିକ୍ରିୟା ଏବେ ଭାଇରାଲ ହେବାରେ ଲାଗିଛି । କତାରର ରାଜଧାନୀ ଦୋହାରେ ଚାଲିଥିବା ୱାର୍ଲ୍ଡ ର‌୍ୟାପିଡ ବ୍ଲିଟଜ ଚେସ ଚାମ୍ପିୟନଶିପରେ ଭାରତର…

Gulua-Barsha Controversy: ସ୍ତ୍ରୀଙ୍କ ଅଭିଯୋଗରେ ରାଗିଗଲେ ଗୁଲୁଆ, କହିଲେ ‘ମୋତେ ଆଉ କେହି ଝିଅ…

ଭୁବନେଶ୍ବର:   -ସ୍ତ୍ରୀ ବର୍ଷାଙ୍କ ସଙ୍ଗୀନ ଅଭିଯୋଗ ପରେ ପୁଣି ମୁହଁ ଖୋଲିଲେ ଗୁଲୁଆ                     -ବର୍ଷାଙ୍କ ଉପରେ ରାଗିଯାଇ ସବୁ ଭଡ଼ାସ ବାହାରକଲେ                     -ଏବେ ସୋସିଆଲ ମିଡ଼ିଆରେ ଚାଲିଛି ମିଷ୍ଟର ଗୁଲୁଆ ଓ ବର୍ଷାଙ୍କ ହାଇଡ଼୍ରାମା…

Vigilance Raid: ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍;୪ ସ୍ଥାନରେ ଚଢାଉ

ଭୁବନେଶ୍ବର: ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ରେଡ୍। ମଙ୍ଗଳବାର ସକାଳୁ ଏକକାଳୀନ ୪ଟି ସ୍ଥାନରେ ରେଡ୍ ମାରିଛି ଭିଜିଲାନ୍ସ ଟିମ୍। ଖବର ଅନୁସାରେ, ବର୍ତ୍ତମାନ…

Drone attack: ବିପଦରେ ପୁଟିନଙ୍କ ଜୀବନ! ଘର ଉପରେ ଡ୍ରୋନ୍ ଆକ୍ରମଣ

ନୂଆଦିଲ୍ଲୀ:  ଗୋଟିଏ ପଟେ ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଶାନ୍ତି ଆଲୋଚନା ଚାଲିଥିବା ବେଳେ ଅପରପକ୍ଷେ ଏପରି ଏକ ଘଟଣା ଘଟିଛି ଯାହା ପୁଣି ଏହି ଯୁଦ୍ଧକୁ ବଢାଇବାକୁ ଉସକାଉଛି ।  ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର  ପୁଟିନ୍‌ଙ୍କ ଘର ଉପରେ ଡ୍ରୋନ୍‌ ଆକ୍ରମଣ । ୟଏପରି ଚେଷ୍ଟା…