ମାତ୍ର ଏତିକି ସୁନା ରଖିପାରିବେ ମୁସଲମାନ ! ଏମିତି ନିୟମ କେବେ ଜାଣିନଥିବେ
ନୂଆଦିଲ୍ଲୀ: ସୁନାର ଯଥେଷ୍ଟ ଗଭୀର ସାଂସ୍କୃତିକ ଏବଂ ଆର୍ଥିକ ମହତ୍ତ୍ୱ ରହିଛି। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଇସଲାମିକ୍ ଆଇନ୍ (ଶରିଆ) ଅନୁଯାୟୀ କିଛି ବିଶେଷ ନିୟମ ରହିଛି ଯାହା ପୁରୁଷ ଏବଂ ମହିଳାଙ୍କ ସୁନା ବ୍ୟବହାର, ଧାରଣ ଏବଂ ନିବେଶ ପଦ୍ଧତିକୁ ନିୟନ୍ତ୍ରଣ କରିଥାଏ। ଯଦିଓ…