Cyclone Melissa: ସ୍ଥଳଭାଗ ଛୁଇଁଲେ ମେଲିସା, ୩ଶହରୁ ଅଧିକ ବୋହିଲା ପବନ
ନୂଆଦିଲ୍ଲୀ: ୧୯୯୯ ମହାବାତ୍ୟାଠାରୁ ହେଲା ଅଧିକ କ୍ଷତି । ୩ଶହରୁ ଅଧିକ ବେଗରେ ବୋହିଲା ପବନ । ଶକ୍ତିଶାଳୀ ମହାବାତ୍ୟା ମେଲିସା ଜାମାଇକାରେ କରିଛି ଲ୍ୟାଣ୍ଡଫଲ । ବାତ୍ୟା ପ୍ରଭାବରେ ଭାଙ୍ଗି ଯାଇଛି ପୁରୁଣା ଗଛ । ଉଡି ଯାଇଛି ଆଜବେଷ୍ଟସ ଓ ଟିଣ ଘର । ପ୍ରକୁତିର ଭୟଙ୍କର ତାଣ୍ଡବରେ ଛାରକାର…