Latest Odisha News

BREAKING NEWS

ରୋହିତ ହେଲେ ବିଶ୍ୱର ଏକ ନମ୍ବର ଦିନିକିଆ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ଭାରତର ସିନିୟର ବ୍ୟାଟ୍ସମ୍ୟାନ ଓ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଦିିନିକିଆ କ୍ରିକେଟରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି । ସଦ୍ୟ ପ୍ରକାଶିତ ଆଇସିସି ର‌୍ୟାଙ୍କିଙ୍ଗରେ ସେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ରୋହିତ ପ୍ରଶଂସନୀୟ…

୧୩ କୋଟି ବର୍ଷ ତଳର ଡାଇନୋସରକୁ ରୋବୋଟିକ ମାଧ୍ୟମରେ ଜୀବନ୍ତ କଲା ଚୀନ

ବେଜିଂ: ଦିନକୁ ଦିନ ନୂଆ ନୂଅ କାରନାମା କରିବାରେ ଚୀନ ସିଦ୍ଧହସ୍ତ ହେବାରେ ଲାଗିଛି । ନିକଟରେ ଚୀନର ରୋବୋଟିକ୍ସ କମ୍ପାନୀ ଡୋବୋଟ ଦୁନିଆକୁ ଆଶ୍ଚର୍ଯ୍ୟଚକିତ କରି ୧୩ କୋଟି ବର୍ଷ ତଳର ଡେଣା ଥିବା ଡାଇନୋସରକୁ ସମ୍ମୁଖକୁ ଆଣିଛି । ଏହା ଚାଲିବା ସହ ନିଶ୍ୱାସ ପ୍ରଶ୍ୱାସ ମଧ୍ୟ ନେଉଛି । ରୋବୋଟ…

Cyclone Montha:’ଓଡ଼ିଶା ଉପରେ ଆଉ ‘ମୋନ୍ଥା’ର ବିଶେଷ ପ୍ରଭାବ ନାହିଁ’; କିନ୍ତୁ ଏହି…

ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ‘ମୋନ୍ଥା’କୁ ନେଇ ଦେଲେ ବଡ ସୂଚନା । ସେ କହିଛନ୍ତି,୧୫ କିମି ପ୍ରତିଘଣ୍ଟାରେ ଗତି କରୁଛି ବାତ୍ୟା ‘ମୋନ୍ଥା’ । ରାଜ୍ୟରେ ବିଶେଷ ପ୍ରଭାବ ନାହିଁ । ଆସନ୍ତା ୩ ଘଣ୍ଟାରେ 'ମୋନ୍ଥା' ଗଭୀର ଅବପାତରେ ପରିଣତ ହେବ…

President in Rafale: ଭାରତର ଅପରେସନରେ ପାକିସ୍ତାନର ନିଦ ହଜେଇଥିଲା, ସେହି ରାଫେଲ୍ ଯୁଦ୍ଧବିମାନରେ ଉଡାଣ ଭରିଲେ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅମ୍ବାଲା ବାୟୁସେନା ଷ୍ଟେସନ୍‌ରୁ ଏକ ରାଫେଲ ଲଢ଼ୁଆ ବିମାନରେ ଉଡ଼ାଣ ଭରିଛନ୍ତି । ଭାରତୀୟ ବାୟୁସେନା ମୁଖ୍ୟ ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ୍‌ ସିଂହ ନିଜେ ରାଫେଲ ବିମାନ ଉଡ଼ାଇଥିବା ବେଳେ ଏଥିରେ ରାଷ୍ଟ୍ରପତି ବସି ଉଡାଣର ମଜା ନେଇଥିଲେ ।…

Israel-Gaza War: ଟ୍ରମ୍ପଙ୍କ ମଧ୍ୟସ୍ଥତା ପାଣିରେ ପଡିଲା…୧୮ ଦିନରେ ଭାଙ୍ଗିଲା ଅସ୍ତ୍ରବିରତି…ଗାଜା ଉପରେ ଇସ୍ରାଏଲ,…

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ଭାଙ୍ଗି ଯାଇଛି। ଇସ୍ରାଏଲ ପୁଣି ଥରେ ଗାଜାରେ ପ୍ରବଳ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ୩୩ ଜଣ ଲୋକ ପ୍ରାଣ ହରାଇଛନ୍ତି। ଗାଜାର ନାଗରିକ ପ୍ରତିରକ୍ଷା ସଂସ୍ଥା ବିମାନ ଆକ୍ରମଣର ସୂଚନା ଦେଇଛି। ଆକ୍ରମଣ ପୂର୍ବରୁ…

କାହିଁକି ବେକାର ଗଲା ଦିଲ୍ଲୀରେ Cloud seeding…୩ ଘଣ୍ଟା ପରେ ବି ହେଲାନି ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ କୃତ୍ରିମ ବର୍ଷା ସୃଷ୍ଟି କରିବା ପାଇଁ, IIT କାନପୁରର ବୈଜ୍ଞାନିକମାନେ ବିମାନରୁ ରାସାୟନିକ ପଦାର୍ଥ ସ୍ପ୍ରେ କରିଥିଲେ ଏବଂ କ୍ଲାଉଡ ସିଡିଂ ବ୍ୟବହାର କରିଥିଲେ। ଦିଲ୍ଲୀକୁ ଘେରି ରହିଥିବା ପ୍ରଦୂଷଣ କୁହୁଡ଼ିକୁ ଦୂର କରିବା ପାଇଁ ମଙ୍ଗଳବାର ଦିନ ଦୁଇଥର କ୍ଲାଉଡ୍ ସିଡିଂ…

Bus accident:ଟ୍ରକ୍‌ ପଛରେ ପିଟି ହେଲା ଘରୋଇ ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ

ବାଲେଶ୍ବର:ଏନ୍‌ଏଚ୍‌ ୧୬ ଲକ୍ଷ୍ମଣନାଥ ଟୋଲଗେଟ୍‌ ନିକଟରେ ବସ୍ ଦୁର୍ଘଟଣା । ଟ୍ରକ୍‌ ପଛରେ ପିଟି ହେଲା ପଶ୍ଚିମବଙ୍ଗର ବାବୁଘାଟ ଯାଉଥିବା ଘରୋଇ ବସ୍ । ଯାତ୍ରୀବାହୀ ବସ୍‌ ଜଳେଶ୍ୱର ଲକ୍ଷ୍ମଣନାଥ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ହେଲପର ଏବଂ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ବେଳେ…

Cyclone Montha: ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେଲା ‘ମୋନ୍ଥା’;ଆଗାମୀ ୩ ଘଣ୍ଟା ମଧ୍ୟରେ ବାଲେଶ୍ୱର,…

ଭୁବନେଶ୍ୱର :ଉପକୂଳ ଆନ୍ଧ୍ର ପ୍ରଦେଶ ଉପରେ ଭୟଙ୍କର ଘୂର୍ଣ୍ଣିଝଡ଼ "ମୋନ୍ଥା"( Severe Cyclonic Storm “Montha”) ଦୁର୍ବଳ ହୋଇ ଘୂର୍ଣ୍ଣିଝଡ଼ରେ ପରିଣତ ହେଲା । ଉତ୍ତର-ପଶ୍ଚିମ ଦିଗରେ ଗତି କରି ଘୂର୍ଣ୍ଣିଝଡ଼ରେ ପରିଣତ ହେଲା "ମୋନ୍ଥା" । ଘଣ୍ଟାପ୍ରତି ୧୦ କିମି ବେଗରେ ଅଗ୍ରସର ହେଉଛି। …

Cyclone Montha: ବୁଧବାର ବନ୍ଦ ରହିବ ଶିମିଳପାଳ ଅଭୟାରଣ୍ୟ

ବାରିପଦା: ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳପାଳ ବ୍ୟାଘ୍ର ଅଭୟାରଣ୍ୟ ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି। ମଙ୍ଗଳବାର ରାତିରେ ବାତ୍ୟା ମୋନ୍ଥା ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି। ଯାହା ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ୟେଲୋ…

ପାଣି ନା ଆଉ କିଛି… ସୂର୍ଯ୍ୟରେ କେଉଁ ପ୍ରକାର ବର୍ଷା ହୋଇଥାଏ ? ଗବେଷଣାରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ପୃଥିବୀରେ ବର୍ଷା ହେବା ସାଧାରଣ କଥା, କିନ୍ତୁ ଯଦି ଏହି ବର୍ଷା ସୂର୍ଯ୍ୟରେ ହୁଏ ତେବେ କ’ଣ ହେବ? ଏହା ଶୁଣିବାକୁ ବହୁତ ଅଦ୍ଭୁତ ଲାଗୁଛି, କିନ୍ତୁ ଏହା ସତ୍ୟ ଯେ ସୂର୍ଯ୍ୟରେ ମଧ୍ୟ ବର୍ଷା ହୁଏ। ତଥାପି ଏହି ବର୍ଷାରେ ଆକାଶରୁ ପାଣି ବର୍ଷା ହୁଏ ନାହିଁ। ବାସ୍ତବରେ, ସୂର୍ଯ୍ୟ…