Latest Odisha News

BREAKING NEWS

ରଣଜୀ ଟ୍ରଫି: ଓଡିଶ-ୟୁପି ମ୍ୟାଚ ଡ୍ର

କାନପୁର: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏର ଏକ ମୁକାବିଲାରେ ଓଡିଶା ଓ ଉତରପ୍ରଦେଶ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ୟୁପି ୩ ପଂଏଟ ପାଇଥିବା ବେଳେ ଓଡିଶା ୧ ପଂଏଟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ୨୪୩ ରନ କରିଥିଲା । ଏହାର…

ପୁଅରୁ ଝିଅ ହୋଇଥିବା ଅନୟା ବାଙ୍ଗର ଖେଳିବେ ମହିଳା କ୍ରିକେଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟା ବାଙ୍ଗର ଏବେ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ଅପରେଶନ ମାଧ୍ୟମରେ ଆର୍ଯ୍ୟନରୁ ଅନାୟା ହୋଇଥିବା ଏହି ପୂର୍ବତନ ଖେଳାଳି ଜଣଙ୍କ ପୂନର୍ବାର କ୍ରିକେଟ ପଡିଆକୁ ଫେରିବା ପାଇଁ ନିଷ୍ପତି…

ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି

ଭୁବନେଶ୍ବର: ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଦୁର୍ନୀତି ନିବାରଣ ପାଇଁ କେବଳ ଏକ ପ୍ରତିକାତ୍ମକ କାର୍ଯ୍ୟକ୍ରମ ନୁହେଁ। ଏହା ଦୁର୍ନୀତିଖୋର୍ ଅଧିକାରୀଙ୍କୁ ଏବଂ…

ନଭେମ୍ବର ୧ରୁ ପୁରୀରେ ମାଛଧରା କଟକଣା 

ପୁରୀ: ଆସନ୍ତା ନଭେମ୍ବର ୧ ତାରିଖରୁ ୨୦୨୬ ମେ ମାସ ୩୧ ତାରିଖ ଯାଏ ପୁରୀ ସମୁଦ୍ର ଉପକୂଳରେ ମାଛ ଧରା ନେଇ କଟକଣା ଲାଗୁ ହେବ। ସୂଚନା ଅନୁଯାୟୀ, ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଏହି କଟକଣା ୭ ମାସ ଧରି ଲାଗୁ ହେବ। କାରଣ ନଭେମ୍ବର ମାସରୁ ବିରଳ ଅଲିଭ ରିଡ଼ଲେ କଇଁଛ…

ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ବୈଠକ: ଖୁବଶୀଘ୍ର ପୂରଣ ହେବ ଖାଲି ଥିବା ପଦବୀ

ଭୁବନେଶ୍ୱର: ଲୋକସେବା ଭବନରେ ପୁରୀ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ବୈଠକ। ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଶ୍ରୀମନ୍ଦିର‌ ପ୍ରଶାସନର ବିଭିନ୍ନ ଦିଗ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ନିମନ୍ତେ ଆର୍ଥିକ…

India-Russia Deal: ଭାରତୀୟ ବିମାନରେ ଉଡାଣ ଭରିବ ରୁଷ…ମିଳିତ ଭାବରେ SJ-100 ସିଭିଲ୍ ଜେଟ୍ ନିର୍ମାଣ କରିବେ ଭାରତ…

ନୂଆଦିଲ୍ଲୀ: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଏବଂ ରୁଷିଆନ୍ ପବ୍ଲିକ୍ ଜଏଣ୍ଟ ଷ୍ଟକ୍ କମ୍ପାନୀ ୟୁନାଇଟେଡ୍ ଏୟାରକ୍ରାଫ୍ଟ କର୍ପୋରେସନ (PJSC-UAC) SJ-100 ସିଭିଲ୍ କମ୍ୟୁଟର୍ ବିମାନ ଉତ୍ପାଦନ ପାଇଁ ଏକ ଐତିହାସିକ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ୨୭…

Cyclone Montha: ବାତ୍ୟା ପ୍ରଭାବରେ ଉପୁଡିଲା ଗଛ, ଅନେକ ଜିଲ୍ଲାରେ ଭୂସ୍ଖଳନ…

ଭୁବନେଶ୍ୱର: ବାତ୍ୟା 'ମୋନ୍ଥା' ଉପକୂଳ ଆଡକୁ ଗତି କରୁଥିବା ବେଳେ ଏହାର ପ୍ରଭାବରେ ମଙ୍ଗଳବାର ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଯାହା ଫଳରେ ଗଜପତି ଏବଂ ରାୟଗଡ଼ା ଭଳି ଜିଲ୍ଲାରେ ଭୂସ୍ଖଳନ, ଗଛ ଉପୁଡ଼ି ପଡ଼ିବା ଏବଂ ଘର କ୍ଷତିଗ୍ରସ୍ତ ହୋଇଥିବା ନଜର ଆସିଛି। ଗଜପତି…

Weather Update: ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ମୋନ୍ଥା କୋପରେ ରାଜ୍ୟରେ ଦୁଇ ଦିନ ଭୀଷଣ ବର୍ଷା। ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବାତ୍ୟା ‘ମୋନ୍ଥା’ର…

ଦିଲ୍ଲୀ ବିମାନବନ୍ଦରରେ ଜଳିଗଲା ବସ୍

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଏକ ବସରେ ଅଗ୍ନିକାଣ୍ଡ ଘଟିଛି। ମଙ୍ଗଳବାର ଅପରାହ୍ନରେ ଟର୍ମିନାଲ ୩ରେ ଏୟାର ଇଣ୍ଡିଆର ଏକ ବସରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ନିଆଁକୁ ଖୁବ୍ ଶୀଘ୍ର ନିୟନ୍ତ୍ରଣ…

Train Canceled: ବାତ୍ୟା ‘ମୋନ୍ଥା’ ପାଇଁ ଟ୍ରେନ୍ ବାତିଲ୍; ହେଲ୍ପ ଲାଇନ୍ ନଂ ଜାରି କଲା ପୂର୍ବତଟ ରେଲୱେ

ଭୁବନେଶ୍ବର: ଭୀଷଣ ବାତ୍ୟାର ରୂପ ନେଇ ସାରିଛି ‘ମୋନ୍ଥା’। ଆଜି ରାତିରେ ସ୍ଥଳଭାଗ ଛୁଇଁବ । ତେବେ ବାତ୍ୟାର ପ୍ରକୋପକୁ ଲକ୍ଷ୍ୟ ରଖି ପୂର୍ବତଟ ରେଲଓ୍ବେ ପକ୍ଷରୁ କିଛି ଟ୍ରେନ୍ ବାତିଲ୍ କରାଯାଇଛି । ପ୍ରାୟ ୪୨ଟି ଟ୍ରେନ୍ ବାତିଲ ହୋଇଛି । ଦୁଇଟି ଟ୍ରେନର ଗତପଥ ପରିବର୍ତ୍ତନ ହୋଇଥିବା ବେଳେ ୫ଟି…