Shree Jagannath Temple In Prayagraj: ତ୍ରିବେଣୀ ସଙ୍ଗମରେ ଶ୍ରୀଜଗନ୍ନାଥ ମନ୍ଦିର ଉଦଘାଟିତ, ଯୋଗ ଦେଇ…
ପ୍ରୟାଗରାଜ୍: ପ୍ରୟାଗରାଜର ତ୍ରିବେଣୀ ସଂଗମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ମନ୍ଦିର ଉଦଘାଟିତ ହୋଇଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରିବେଣୀ ସଙ୍ଗମର ପବିତ୍ର କୂଳରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଶ୍ରୀ ଜଗନ୍ନାଥ ମନ୍ଦିରର ଉଦଘାଟନରେ ଯୋଗ ଦେଇଥିଲେ।
ଭକ୍ତି,…