Latest Odisha News

BREAKING NEWS

Inter caste marriage:ଅତିରିକ୍ତ ତହସିଲଦାରଙ୍କ ପରିବାରକୁ କୁଳ ବାସନ୍ଦ ଅଭିଯୋଗ… ୯ ଜଣଙ୍କ ନାଁରେ ମାମଲା

ବ୍ରହ୍ମପୁର: ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ସଚେତନତା କରାଗଲେ ମଧ୍ୟ ସମାଜରୁ ବାସନ୍ଦ ପ୍ରଥା ହଟିପାରୁନି। ଖୋଦ୍‌ ସରକାରୀ ଅଧିକାରୀ ବି ଏଥିରୁ ବାଦ୍‌ ପଡ଼ୁନାହାନ୍ତି। ଗଞ୍ଜାମ ଜିଲ୍ଲା ଆସିକା ତହସିଲର ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ପରିବାରକୁ କୁଳ ବାସନ୍ଦ ଅଭିଯୋଗ ଘଟଣାରେ…

Karnataka Power Tussle: ବ୍ରେକଫାଷ୍ଟ୍ ଟେବୁଲରେ ତୁଟିଲା ଚୌକି କଳି?

ବେଙ୍ଗାଲୁରୁ: କର୍ଣ୍ଣାଟକ କଳିରେ ପଡିଲା କି ପୂର୍ଣ୍ଣଚ୍ଛେଦ?...ବ୍ରେକଫାଷ୍ଟ ଟେବୁଲରେ ତୁଟିଲା କି ଚୌକି କଳି?...ନା ଏବେ ବି ଶିବକୁମାରଙ୍କ ମନରେ ରହିଛି ଆସନ ଆଶା? କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାଲିଥିବା ବିବାଦ ମଧ୍ୟରେ, ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଶନିବାର ସକାଳେ…

Bank-Holidays : ଡ଼ିସେମ୍ବରରେ ୧୮ ଦିନ ବ୍ୟାଙ୍କ ଛୁଟି…

ନୂଆଦିଲ୍ଲୀ: ୨୦୨୫ ମସିହାର ଶେଷ ମାସ ଡିସେମ୍ବରରେ ଦେଶର ବିଭିନ୍ନ ରାଜ୍ୟ ଏବଂ ସହରଗୁଡ଼ିକରେ ବ୍ୟାଙ୍କଗୁଡ଼ିକ ବହୁତ ଦିନ ପାଇଁ ପାଇଁ ବନ୍ଦ ରହିବ। ଚାରୋଟି ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରକୁ ମିଶାଇ, ମୋଟ ୧୮ଟି ବ୍ୟାଙ୍କ ଛୁଟି ରହିବ। ଭାରତରେ ବ୍ୟାଙ୍କ ଛୁଟି ରାଜ୍ୟ ଅନୁସାରେ…

Anganwadi: ୨୦ହଜାର ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ,୩୮୯୦ଟି ଭଡ଼ା ଘରେ ଚାଲିଛି

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ଅଙ୍ଗନବାଡି କେନ୍ଦ୍ରକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଧାୟକ । ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ରାଜ୍ୟରେ ୨୦, ୧୫୦ ଅଙ୍ଗନଓ୍ବାଡି କେନ୍ଦ୍ରର ନାହିଁ ନିଜସ୍ଵ ଗୃହ। ଭଡ଼ା…

Odisha Assembly: ପୁଣି ସୁଭଦ୍ରାରେ ଯୋଡି ହେଲେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା

ଭୁବନେଶ୍ୱର: ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ଆଜି ଗୃହରେ ବିରୋଧୀ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି। ଆଉ ଶାସକ ଉତ୍ତର ରଖୁଛନ୍ତି। ଏହାରି ଭିତରେ ଗୃହରେ ଉଠିଛି ସୁଭଦ୍ର ପ୍ରସଙ୍ଗ। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କିଛି ତଥ୍ୟ ରଖିଛନ୍ତି। ସେ କହିଛନ୍ତି, ସରଜମିନ୍…

India’s New Quake Map: ଭୟଙ୍କର ଝଟକା!, ସଙ୍କଟରେ ଭାରତ…ଡରାଇଲାଣି ଭୂମିକମ୍ପ ଜୋନିଂ ମାନଚିତ୍ର ୨୦୨୫…

ନୂଆଦିଲ୍ଲୀ: ଡରାଇଲାଣି ଦେଶର ଭୂକମ୍ପ ନକସା…୨୦୦ ବର୍ଷ ଧରି ଥରିନାହିଁ ଭୂମି...ଭୟଙ୍କର ଭୂମିକମ୍ପର ଶିକାର ହୋଇପାରେ ଭାରତ!...ବିପଦ ଅଞ୍ଚଳରେ ଜନସଂଖ୍ୟାର ୭୫%... କିଛି ଏପରି ଚାଞ୍ଚଲ୍ୟକର ଖୁଲାସା କରିଛି ଭାରତ ଭୂମିକମ୍ପ ଜୋନିଂ ମାନଚିତ୍ର ୨୦୨୫ । ୨୦୦ ବର୍ଷ ପରେ ଏକ ଶକ୍ତଶାଳୀ…

୪ ହଜାରରୁ ଊର୍ଦ୍ଧ୍ବ ମନ୍ଦିରର ଆର୍ଥିକ ଅନୁଦାନ ରାଶି ବୃଦ୍ଧି କଲେ ସରକାର

ଭୁବନେଶ୍ୱର: ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ଏଥିରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ ପୃଥ୍ବୀରାଜ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ୪୧୪୫ ମନ୍ଦିରର ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି। ପୂର୍ବାପେକ୍ଷା ଅଢ଼େଇ କୋଟି ଅଧିକ…

ହ୍ୱାଇଟ୍ ହାଉସ୍ ଗୁଳିକାଣ୍ଡ ପରେ କାର୍ଯ୍ୟାନୁଷ୍ଠାନ, ଆଫଗାନ ନାଗରିକଙ୍କୁ ଭିସା ଦେବ ନାହିଁ ଆମେରିକା

ୱାଶିଂଟନ: ବୁଧବାର ଦିନ ଆମେରିକାର ହ୍ୱାଇଟ୍ ହାଉସ୍ ନିକଟରେ ଦୁଇଜଣ ନ୍ୟାସନାଲ୍ ଗାର୍ଡସ କର୍ମଚାରୀଙ୍କୁ ଟାର୍ଗେଟ କରି ଗୁଳି କରାଯାଇଥିଲା। ଏଥିରେ ଜଣେ ପ୍ରାଣ ହରାଇଥିଲେ ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଗୁଳିକାଣ୍ଡର ସନ୍ଦିଗ୍ଧ ବ୍ୟକ୍ତି ଜଣେ ଆଫଗାନିସ୍ତାନ ନାଗରିକ। ଏହା ପରେ,…

ଭୁଶୁଡ଼ୁଛି ମାଓଗଡ଼: ମହାରାଷ୍ଟ୍ରରେ ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ

ମୁମ୍ବାଇ: ଭୁଶୁଡ଼ୁଛି ମାଓଗଡ଼। ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ। IMMC ପ୍ରବକ୍ତା ଅନନ୍ତ ଓରଫ ବିକାଶ ନାଗପୁର ସମେତ ୧୫ ହାର୍ଡକୋର୍ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଗଡ଼ଚିରୋଲି ଜିଲ୍ଲା ଗୋଁଦିଆ ପୋଲିସ ଆଗରେ ଏମାନେ ଆତ୍ମ ସମର୍ପଣ କରିଛନ୍ତି।…