Latest Odisha News

BREAKING NEWS

Hair fall in winter: ଶୀତଦିନେ କାହିଁକି କେଶ ଅଧିକ ଝଡ଼େ? ଆସନ୍ତୁ ଜାଣିବା ସମାଧାନ

ଭୁବନେଶ୍ବର: ଶୀତଦିନ ଆସିଲେ ଅନେକ ଲୋକଙ୍କ ଠାରେ  କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ପାଲଟିଯାଏ । ଗ୍ରୀଷ୍ମ ଋତୁ ତୁଳନାରେ ଶୀତ ଋତୁରେ କେଶ ଝଡ଼ିବା ବୃଦ୍ଧି ପାଏ। କିନ୍ତୁ ଭଲ କଥା ହେଉଛି ଏହାର କାରଣ କୌଣସି ବଡ଼ ରୋଗ ନୁହେଁ । ଏହାର କାରଣ ଶରୀର ଏବଂ ମୁଣ୍ଡରେ ହେଉଥିବା କିଛି ପ୍ରାକୃତିକ…

Olive Ridley Turtle: ଟ୍ରଲର ଧକ୍କାରେ ଅଲିଭ ରିଡ଼ଲେ କଇଁଛ ମୃତ, ୯ ଗିରଫ

ପୁରୀ: ଟ୍ରଲର ଧକ୍କାରେ ଦୁଇ ଅଲିଭ ରିଡ଼ଲେ କଇଁଛ ମୃତ। ଘଟଣାରେ ୯ ଜଣ ମତ୍ସ୍ୟଜୀବୀ ଗିରଫ। ସମସ୍ତ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନବିଭାଗ। ବ୍ରହ୍ମଗିରି ରେଞ୍ଜ ମଙ୍ଗଳା ମୁହାଣ ନିକଟ ସମୁଦ୍ରରେ ମାଛ ମାରୁଥିବା ବେଳେ ଟ୍ରଲର ଧକ୍କାରେ ଦୁଇ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହୋଇଛି। ସୂଚନା…

ବରକନ୍ୟାଙ୍କୁ ଆଶୀର୍ବାଦ କରିବାକୁ ଷ୍ଟେଜ୍‌ ଉପରକୁ ଚଢିଲେ ବିଜେପି ନେତା, ଓଜନ ସହି ନ ପାରି ଭାଙ୍ଗିଗଲା ଷ୍ଟେଜ୍‌, ଆଉ…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାଲିଆରେ ଏକ ବିବାହ ଭୋଜିରେ ଏଭଳି ଏକ ଘଟଣା ଘଟିଥିଲା ଯାହା ଏବେ ଭାଇରାଲ ହେଉଛି। ସୂଚନାନୁସାରେ, ବରିଷ୍ଠ ବିଜେପି ନେତାମାନେ ବିବାହରେ ଯୋଗ ଦେଇଥିଲେ। ଆଉ ସମସ୍ତେ ଏକାସାଙ୍ଗରେ ବର କନ୍ୟାଙ୍କ ସହ ଫଟୋ ଉଠାଇବାକୁ ଠିଆ ହୋଇଥିଲେ, ହେଲେ ସେତିକି ବେଳେ ଷ୍ଟେଜ୍‌ଟି…

କାନାଡାର ବ୍ରାମ୍ପଟନରେ ଭୟଙ୍କର ଅଗ୍ନିକାଣ୍ଡ, ଭାରତୀୟ ନାଗରିକ ସମେତ ୫ ମୃତ

ଓଟାୱା: କାନାଡାର ଓଣ୍ଟାରିଓ ପ୍ରଦେଶରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଚି । ଯେଉଁଥିରେ ଜଣେ ଭାରତୀୟ ନାଗରିକଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଅଗ୍ନିକାଣ୍ଡ ବ୍ରାମ୍ପଟନରେ ଘଟିଥିଲା । ଟୋରଣ୍ଟୋରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ କହିଛନ୍ତି ଯେ, ଏହା ଅଗ୍ନିକାଣ୍ଡରେ ପ୍ରଭାବିତ…

ପୁରୁଣା ଗାଡ଼ି କିଣୁଛନ୍ତି କିମ୍ବା ବିକୁଛନ୍ତି? RC ଟ୍ରାନ୍ସଫର ନକଲେ ପଡ଼ିପାରେ…

ନୂଆଦିଲ୍ଲୀ: ଯେତେବେଳେ ଆମେ କୌଣସି ପୁରୁଣା ଗାଡ଼ି କିଣୁ କିମ୍ବା ବିକୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି RC (ରେଜିଷ୍ଟ୍ରେସନ ସାର୍ଟିଫିକେଟ) ଟ୍ରାନ୍ସଫର କରାଇବା। RC ଟ୍ରାନ୍ସଫର ହେଲେ ହିଁ ଗାଡ଼ିର ବର୍ତ୍ତମାନର ପ୍ରକୃତ ମାଲିକ କିଏ ତାହା ସ୍ପଷ୍ଟ ହେଇଯାଏ। ଏହା ଭବିଷ୍ୟତରେ କୌଣସି…

ଶ୍ରୀଲଙ୍କାରେ ‘ଡିଟୱା’ର ତାଣ୍ଡବ; ୫୬ ମୃତ, ଅନେକ ନିଖୋଜ, ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

କଲମ୍ବୋ: ଘୂର୍ଣ୍ଣିବାତ୍ୟା ‘ଡିଟୱା’ ଦ୍ୱାରା ହୋଇଥିବା ପ୍ରବଳ ବର୍ଷା କାରଣରୁ ଶୁକ୍ରବାର ଶ୍ରୀଲଙ୍କାରେ ଭୟୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଶ୍ରୀଲଙ୍କାରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୩ ଜଣ ନିଖୋଜ ହୋଇଛନ୍ତି । ଅଧିକାରୀମାନେ ସଚେତନ କରିଛନ୍ତି ଯେ ଆଗାମୀ ଘଣ୍ଟାଗୁଡ଼ିକରେ…

ବ୍ଲାକ୍ ଫ୍ରାଇଡେରେ ୬୫% ପର୍ଯ୍ୟନ୍ତ ଟିଭି-ଫ୍ରିଜ୍‌ରେ ଡିସ୍‌କାଉଣ୍ଟ ! ଜାଣନ୍ତୁ ଅଫର ଓ ଦାମ୍

ନୂଆଦିଲ୍ଲୀ : ବ୍ଲାକ୍ ଫ୍ରାଇଡେ ସେଲ୍‌ର ଧୁମ୍ ଜାରି ରହିଛି। ଆମାଜନ୍, ଫ୍ଲିପକାର୍ଟ, ବିଜୟ ସେଲ୍ସ ଓ କ୍ରୋମାରେ ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି ଓ ଫ୍ରିଜ୍ ସହ ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀରେ ୬୫% ପର୍ଯ୍ୟନ୍ତ ବଡ଼ ଡିସ୍‌କାଉଣ୍ଟ୍ ମିଳୁଛି। ବ୍ୟାଙ୍କ ଅଫର, କାର୍ଡ ଡିସ୍‌କାଉଣ୍ଟ୍ ଓ…

Maoists Surrender: ମାଓ ନେତା ଚେତୁ ସମେତ ୧୦ ନକ୍ସଲଙ୍କ ଆତ୍ମସମର୍ପଣ, ୬୫ ଲକ୍ଷ ଟଙ୍କାର ଥିଲା ପୁରସ୍କାର ରାଶି

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବସ୍ତରରେ ଡିଭିଜନରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନଗୁଡ଼ିକ ନିରନ୍ତର ସଫଳତା ହାସଲ କରୁଛି । ଗୋଟିଏ ପଟେ, ମାଓବାଦୀଙ୍କ ବିରୁଦ୍ଧରେ ବାହିନୀର ଅଭିଯାନ ଲାଲ ଆତଙ୍କକୁ ଦମନ କରୁଛି, ଅନ୍ୟପଟେ ମାଓବାଦୀମାନେ ବହୁ ସଂଖ୍ୟାରେ ଆତ୍ମସମର୍ପଣ କରୁଛନ୍ତି…

Ied Blast: ଆଇଇଡି ବିସ୍ଫୋରଣରେ ମହିଳା ମୃତ, ୨ ଯୁବତୀ ଗୁରୁତର

ରାଉରକେଲା: ଆଇଇଡି ବିସ୍ଫୋରଣରେ ଜଣେ ମଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଯୁବତୀ ଗୁରୁତର ହୋଇଛନ୍ତି । ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଜରେଇକେଲା ଥାନା ଅନ୍ତର୍ଗତ ସରଣ୍ଡା ଜଙ୍ଗଲର କୋଇଭଙ୍ଗାରେ ଶୁକ୍ରବାର ଅପରାହ୍ନରେ ମାଓବାଦୀମାନେ ଏହି ଆଇଡି ବିସ୍ଫୋରଣ କରିଥିଲେ ।…

କେତେ ଖତରନାକ୍ ଆମେରିକାର ନ୍ୟାଶନାଲ ଗାର୍ଡ ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆମେରିକାର ରାଜଧାନୀ ୱାଶିଂଟନ୍ ଡିସିରେ ବୁଧବାର ହ୍ୱାଇଟ୍ ହାଉସ୍‌ଠାରୁ କେବଳ କିଛି ବ୍ଲକ୍ ଦୂରରେ ଏକ ଗୁରୁତର ଗୁଳିକାଣ୍ଡ ଘଟିଛି। ଏହି ଲକ୍ଷ୍ୟବଦ୍ଧ ଆକ୍ରମଣରେ ପଶ୍ଚିମ ଭର୍ଜିନିଆ ନ୍ୟାଶନାଲ୍ ଗାର୍ଡର ଦୁଇଜଣ ସଦସ୍ୟ ଗୁଳିବିଦ୍ଧ ହୋଇ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି…