ଫିଟ ହେଉଛନ୍ତି ହାର୍ଦ୍ଦିକ, ଗିଲ
ନୂଆଦିଲ୍ଲୀ: ନଭେମ୍ବର ୩୦ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ । ଆଘାତ ସମସ୍ୟା ଯୋଗୁ ଶୁଭମନ ଗିଲ ଏହି ସିରିଜରେ ଖେଳୁ ନାହାନ୍ତି । ତେବେ ସେ ଟି୨୦ ସିରିଜ ପୂର୍ବରୁ ଫିଟ ହୋଇଯାଇଥିବେ ବୋଲି ଆଶା କରାଯାଉଛି । ସେ ଏବେ ବିସିସିଆଇ…