Latest Odisha News

BREAKING NEWS

୮କଲେଜରୁ ଆସିଛି ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ; ଅଧ୍ୟାପକଙ୍କ ବିରୋଧରେ ସର୍ବାଧିକ

ଭୁବନେଶ୍ବର: ୮ଟି କଲେଜରୁ ଆସିଛି ଛାତ୍ରୀ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ । ଏନେଇ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଗୃହରେ ଉତ୍ତର ରଖିଛନ୍ତି । ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ରାଜ୍ୟର ୮ଟି କଲେଜରୁ ଛାତ୍ରୀ ଯୌନ ନିର୍ଯାତନା ଓ ଶୋଷଣ…

ଉପମୁଖ୍ୟମନ୍ତ୍ରୀ ଓ କଣ୍ଟାବାଞ୍ଜି ବିଧାୟକଙ୍କ ନାଁରେ ଚାଲିବ ନିର୍ବାଚନୀ ମାମଲା

କଟକ: ପାଟଣାଗଡ଼ ଓ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲା। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଏବଂ କଣ୍ଟାବାଞ୍ଜି ବିଧାୟକଙ୍କ ନାଁରେ ଚାଲିବ ନିର୍ବାଚନୀ ମାମଲା। ଏହି ନିର୍ବାଚନୀ ମାମଲାକୁ ରଦ୍ଦ ପାଇଁ ପ୍ରାର୍ଥନା କରି ସେ ହାଇକୋର୍ଟରେ ଏକ ଅନ୍ତରୀଣ ପିଟିସନ ରୁଜୁ କରିଥିଲେ।…

କାନାଡାରେ କପିଲଙ୍କ କାଫେରେ ଗୁଳିକାଣ୍ଡ; ଦିଲ୍ଲୀରୁ ସୁଟର ଗିରଫ

ନୂଆଦିଲ୍ଲୀ: କାନାଡାରେ କପିଲ ଶର୍ମାଙ୍କ କେଏପିସ୍ କାଫେରେ ଗୁଳିକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ସୁଟର ବନ୍ଧୁ ମାନ ସିଂହ ସେଖୋନଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ। ସୂଚନା ଅନୁଯାୟୀ, ଗୁଳିକାଣ୍ଡ ପରେ ସେ ଭାରତ ପଳାଇ ଆସିଥିଲା। ସେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ମୋଷ୍ଟ ୱାଣ୍ଟେଡ୍…

୫୫ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୩ ଯୁବକ ମୃତ

ଢେଙ୍କାନାଳ: ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ୫୫ ନମ୍ବର ଏନଏଚ ଗୋବିନ୍ଦପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ତିନି ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ତିନି ଯୁବକ ଏକ ସ୍କୁଟିରେ ଯାଉଥିବା ସମୟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।…

ଭୁବନେଶ୍ୱରରେ ବୋମା ମାଡ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରର ଗଡକଣା ଅଞ୍ଚଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର ୩ ନିକଟରେ ଶୁକ୍ରବାର ସକାଳେ ଏକ ବୋମା ମାଡ ହୋଇଛି। ସୂଚନା ଅନୁଯାୟୀ, ଘଟଣାଟି ସକାଳ ପ୍ରାୟ ୮ଟା ସମୟରେ ଘଟିଥିଲା। ଯେତେବେଳେ ଦୁର୍ବୃତ୍ତମାନେ ବାଇକରେ ଆସି  ସ୍କୁଲର ଗେଟ୍ ପାଖରେ କିଛି ଫିଙ୍ଗି ଦେଇଥିଲେ।…

Accident : ଅନ୍ତିମ ସଂସ୍କାର ପାଇଁ ଯାଉଥିଲେ, ଘଟିଲା ବଡ଼ ଦୁର୍ଘଟଣା…

ଉତ୍ତରପ୍ରଦେଶ : ମାଡ଼ିଆସିଲା ଅଚାନକ ମୃତ୍ୟୁ । ଗୋଟିଏ ଦିନରେ ଚାଲିଗଲା ପରିବାରର ୭ ଜଣଙ୍କ ଜୀବନ । ଉତ୍ତର ପ୍ରଦେଶର ସହାରନପୁରର ଗାଗଲହେରି ଥାନା ଅଞ୍ଚଳରେ  ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ ଡମ୍ପର ହଠାତ୍ ନିୟନ୍ତ୍ରଣ ହରାଇ ଏକ କାର ଉପରେ ଓଲଟି ପଡ଼ିବାରୁ…

Imran Khan Jail Controversy :ଇମ୍ରାନ ଖାନଙ୍କ ପୁଅ ପଚାରିଲେ, ମୋ ବାପା ବଞ୍ଚିଛନ୍ତି ତ!

ନୂଆଦିଲ୍ଲୀ : ଜେଲ ବାହାରେ ଇମ୍ରାନଙ୍କ ପୁଅର ହଙ୍ଗାମା । ପ୍ରଶ୍ନ ଉଠାଇଲେ ମୋ ବାପା ଜୀବିତ କି ନାହିଁ ।  ଆମକୁ ବାପାଙ୍କ ସହ ଦେଖା କରାଯାଉ ବୋଲି କଲେ ଦାବୀ । ପାକିସ୍ତାନ ସରକାରଙ୍କୁ ଦେଲେ ଚେତାବନୀ  । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲ ଯିବାର ଦୁଇ ବର୍ଷରୁ…

Maoists surrender: ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି; ଲାଇଟ୍ ମେସିନ୍ ଗନ୍ ସହ ଫେରିଲେ…

ଭୁବନେଶ୍ବର:ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ଅସ୍ତ୍ରଶସ୍ତ୍ର ଛାଡି ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏନେଇ ଲାଇଟ୍ ମେସିନ୍ ଗନ୍ ସହ ଆତ୍ମସମର୍ପଣ କଲେ ମିଳିବ ୪ ଲକ୍ଷ ୯୫ ହଜାର ଟଙ୍କା…

BJP’s West Bengal Strategy: ବିହାର ପରେ ମୋଦିଙ୍କ ମିଶନ୍ ବଙ୍ଗଳା, ବେହାଲ ହେବ ଦିଦିଙ୍କ ହାଲ୍!

କୋଲକାତା: ମୋଦିଙ୍କ ନିଶାନାରେ ଦିଦିଙ୍କ ଆସନ...ପାଞ୍ଚଟି ଜୋନ୍, ପାଞ୍ଚ ମାସ...ବିଜେପିର 'ପଞ୍ଚୁ ପାଣ୍ଡବ' ଯୋଜନା...ଟେନସନରେ ମମତା...ଆସନ ଯିବା ଭୟରେ ଚୋବାଉଛନ୍ତି ରକ୍ତ ଚାଉଳ... ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏକ ପ୍ରମୁଖ ଯୋଜନା ପ୍ରସ୍ତୁତ କରିଛି। ବିହାର…

ରାଜ୍ୟରେ ଖୋଲିବନି ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ୍

ଭୁବନେଶ୍ୱର: ରାଜ୍ୟରେ ଖୋଲିବନି ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ। ଏନେଇ ଗୁରୁବାର ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ…