ଶିଶୁଙ୍କୁ ରକ୍ତ ଦେବା ପରେ ସେମାନଙ୍କ ଶରୀରରେ ଏଚଆଇଭି ପଜିଟିଭ୍ ଚିହ୍ନଟ
ରାଞ୍ଚି: ଝାଡଖଣ୍ଡ ହସ୍ପିଟାଲୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ରକ୍ତ ନେବା ପରେ ୫ ଜଣ ଶିଶୁ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ସାତ ବର୍ଷୀୟ ଥାଲାସେମିଆ ରୋଗୀ ଅଛନ୍ତି । ଏହି ଘଟଣାକୁ ନେଇ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗରେ ବ୍ୟାପକ କ୍ରୋଧ ଓ ଆତଙ୍କ…