ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାନ ରଖି କାନ୍ଦିଲେ ଚାଷୀ
ପୁରୀ: ପୁରୀ ଜିଲ୍ଲାର ବ୍ରହ୍ମଗିରି ସମେତ ବିଭିନ୍ନ ଅଞ୍ଚଳର ୭୦ ପ୍ରତିଶତ ଲୋକ ଲୋକେ ଚାଷ ଉପରେ ନିର୍ଭର କରନ୍ତି । ହେଲେ ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ରଖୁଥିବା ଅଭିଯୋଗ ହୋଇଛି । ଗତ ରବି ଋତୁରେ ଚାଷୀମାନଙ୍କ ସମସ୍ତ ଧାନ କିଣିବା ପାଇଁ ସରକାରଙ୍କ ତରଫରୁ ଧାନ କିଣିବାପାଇଁ ଘୋଷଣା…