Cold Wave: ରାଜ୍ୟରେ ଜାରି ରହିବ ଶୀତ, ରାତି ତାପମାତ୍ରା ସାମାନ୍ୟ ପ୍ରାୟ ୧ ଡିଗ୍ରୀ ଯାଏ ବଢ଼ିପାରେ…
ଭୁବନେଶ୍ୱର: ଜାଡରେ ଥରହର ସାରା ଓଡିଶା । ଏଭଳି ପରିସ୍ଥିତି ଆଗକୁ ମଧ୍ୟ ଜାରି ରହିବ । ରାତି ତାପମାତ୍ରା ସାମାନ୍ୟ ପ୍ରାୟ ୧ ଡିଗ୍ରୀ ଯାଏ ବଢ଼ିପାରେ । ୩୦ ତାରିଖ ବେଳକୁ କିଛି ସ୍ଥାନରେ ଅଧିକ ଶୀତ ହେବନି ଓ ପାଗ ଆରାମଦାୟକ ରହିବ ବୋଲି ପୂର୍ବାନୁମାନ କରଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…