ପରୀକ୍ଷାରେ କପି କରିବା ପଡ଼ିଲା ମହଙ୍ଗା, ୩ ବର୍ଷ ପାଇଁ ବ୍ୟାନ କଲା ୟୁପିଏସସି
ନୂଆଦିଲ୍ଲୀ: ୟୁପିଏସସି ଜଣେ ମହିଳା ପ୍ରାର୍ଥୀଙ୍କୁ ଠକେଇ ଅଭିଯୋଗରେ ୩ ବର୍ଷ ପାଇଁ ବ୍ୟାନ କରିଛି।
ସୂଚନା ଅନୁଯାୟୀ, ପରୀକ୍ଷା ସମୟରେ ସେ କପି ବ୍ୟବହାର କରିବା କାରଣରୁ ମହିଳା ପ୍ରାର୍ଥୀଙ୍କ ଉପରେ ଏହି ବ୍ୟାନ ଲଗାଯାଇଛି। ଶୁକ୍ରବାର ଅନୁଷ୍ଠିତ ଏକ ସରକାରୀ ପରୀକ୍ଷାରେ ସେ କପି କରୁଥିବା…