Latest Odisha News

BREAKING NEWS

କାଲି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଶ୍ରାବଣ ଶୁକ୍ଳ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ଟା ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆସନ୍ତାକାଲି ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ

ତାଳଚେର: ତାଳଚେରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ । ଗିରଫ ମାନଙ୍କ ଭିତରେ ରହିଛନ୍ତି ୩ ଜଣ ସାମ୍ବାଦିକ ମନୀଲ ମହାରଣା, ଆନମ ନାଜ ଓ ସାହିଦ୍ ଖାନ୍ । ୩ ଜଣ ସାମ୍ବାଦିକଙ୍କୁ ଗିରଫ କଲା ତାଳଚେର ପୋଲିସ । ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା…

୨୦୨୬ ସୁଦ୍ଧା ୧୨ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ଟିସିଏସ

ନୂଆଦିଲ୍ଲୀ: ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ) ଆର୍ଥିକ ବର୍ଷ ୨୦୨୬ରେ ଏହାର କର୍ମଚାରୀ ସଂଖ୍ୟା ୨ ପ୍ରତିଶତକୁ ହ୍ରାସ କରିବ। ଫଳରେ ୧୨ ହଜାରରୁ ଅଧିକ କର୍ମଚାରୀ ସେମାନଙ୍କର ଚାକିରି ହରାଇବେ। ଏହି ଛଟେଇ ମୁଖ୍ୟତଃ ମଧ୍ୟମ ଏବଂ ବରିଷ୍ଠ ପରିଚାଳନାକୁ ପ୍ରଭାବିତ କରିବ। ଏନେଇ କମ୍ପାନୀ…

ରଥଯାତ୍ରା ସମୟରେ ପୁରୀରେ ଲାଗିଥିବା କ୍ୟାମେରାକୁ ନେଇ ହୋଇଛି କି ଘୋଟାଲା? ତଦନ୍ତ ଦାବି କଲା ଆପ୍…

ପୁରୀ: ପୁରୀର ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ତୁମ୍ବି ତୁଫାନ ହେଇଥିବା ବେଳେ, ଏହି ସମୟରେ ସହରରେ ଲାଗିଥିବା କ୍ୟାମେରାକୁ ନେଇ ବଡ଼ ଚର୍ଚ୍ଚା ଥିଲା । ସୁରକ୍ଷା ଦୃଷ୍ଟିକୁ ନେଇ ୨୭୫ଟି AI କ୍ୟାମେରା ଲାଗିଥିଲା ବୋଲି ହେଇଥିଲା ଘୋଷଣା । ସେଥିପାଇଁ ପ୍ରଶ୍ନ ଉଠିଥିଲା ଯେ ଏତେ ସଂଖ୍ୟାରେ…

ସବୁଠି ନିନ୍ଦା ପରେ ଗାଜାକୁ ଆକାଶ ମାର୍ଗରୁ ଖାଦ୍ୟ ଦେବ ଇସ୍ରାଏଲ

ନୂଆଦିଲ୍ଲୀ: ଗାଜା ଷ୍ଟ୍ରିପରେ କ୍ଷୁଧାରେ ପୀଡିତ ଲୋକଙ୍କ ପାଇଁ ଏବେ ଆକାଶ ମାର୍ଗରୁ ସାହାଯ୍ୟ ଆସିବ। ଶନିବାର ବିଳମ୍ବିତ ରାତିରେ ଇସ୍ରାଏଲୀ ସେନା ଘୋଷଣା କରିଛି ଯେ ସେମାନେ ଗାଜାରେ ଖାଦ୍ୟ ଯୋଗାଣ ପାଇଁ 'ଏୟାରଡ୍ରପ୍' ଅର୍ଥାତ୍ ବାୟୁ ମାର୍ଗରୁ ସହାୟତା ଆରମ୍ଭ କରିବେ। ଏହା ସହିତ ଜାତିସଂଘର…

‘ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍‌ ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି’

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ହେବା ଫଳରେ ୬ଟି ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୧୧ ହଜାରରୁ ଊଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ଏକ ହଜାରରୁ ଅଧିକ ଲୋକଙ୍କୁ ନିରାପଦ…

ରାଖି ପୂର୍ଣ୍ଣିମାରେ ମହିଳାଙ୍କୁ ଗିଫ୍ଟ; ଜୟପୁରରୁ ମିଳିବ ସୁଭଦ୍ରାର ୩ୟ କିସ୍ତି

ଭୁବନେଶ୍ୱର: ଅଗଷ୍ଟ ୯ ତାରିଖରେ ମହିଳାଙ୍କୁ ରକ୍ଷା ବନ୍ଧନ ଉପହାର ଦେବେ ସରକାର। ସୁଭଦ୍ରା ଯୋଜନା ଅଧୀନରେ ମୋଟ ୧.୨୪ କୋଟି ମହିଳା ହିତାଧିକାରୀ ୫,୦୦୦ ଟଙ୍କାର ତୃତୀୟ କିସ୍ତି ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ରବିବାର ସୂଚନା ଦେଇଛନ୍ତି।…

ଟି୨୦ରେ ମ୍ୟାକ୍ସୱେଲଙ୍କ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ଆନ୍ତର୍ଜାତୀୟ ଟି୨୦ରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ୪ର୍ଥ ଟି୨୦ରେ ସେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ । ସେ ୧୮ ବଲରେ ୪୭ ରନ କରିଥିଲେ । ଏଥିରେ ୬ଟି ଛକା…

ଚର୍ଚ୍ଚ ଉପରେ ଇସଲାମିକ୍ ଷ୍ଟେଟ୍ ସମର୍ଥିତ ବିଦ୍ରୋହୀଙ୍କ ଆକ୍ରମଣ; ୨୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୂର୍ବ କଙ୍ଗୋରେ ଇସଲାମିକ୍ ଷ୍ଟେଟ୍ ସମର୍ଥିତ ବିଦ୍ରୋହୀମାନେ ଏକ ଚର୍ଚ୍ଚ ଉପରେ ଆକ୍ରମଣ କରିଛନ୍ତି। ରବିବାର ଏହି ଆକ୍ରମଣରେ ଅତିକମରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ସିଭିଲ ଲିଡର୍‌ ଏ ବିଷୟରେ ସୂଚନା ଦେଇଛନ୍ତି। ପୂର୍ବ କଙ୍ଗୋର କୋମାଣ୍ଡାରେ ଥିବା ଏକ କ୍ୟାଥୋଲିକ ଚର୍ଚ୍ଚ…

୯୩ ବର୍ଷ ପରେ ଏହି ଉପଲବ୍ଧି ହାସଲ କରିବାରେ ପ୍ରଥମ ଏସୀୟ ଖେଳାଳି ହେଲେ ଗିଲ

ମାଂଚେଷ୍ଟର: ଭାରତୀୟ ଟେଷ୍ଟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ଇଂଲଣ୍ଡ ଗସ୍ତରେ ସେ ଅନେକଗୁଡିଏ ରେକର୍ଡ ସ୍ଥାପନ କରିଛନ୍ତି । ବିଦେଶ ମାଟିରେ ଗୋଟିଏ ସିରିଜରେ ସେ ୭୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ସୁନୀଲ ଗାଭାସ୍କରଙ୍କ ପରେ ସେ ଦ୍ୱିତୀୟ…