US And Iran On Nuclear Program: ପରମାଣୁ ନେଇ ପୁଣି ଛିଡିବ କି ଯୁଦ୍ଧ?
ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ସେମାନଙ୍କର ପରମାଣୁ କାର୍ଯ୍ୟକ୍ରମକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଇରାନ ପରମାଣୁ ଶକ୍ତି ହାସଲ କରିବାକୁ ଚାହୁଁଥିବା ବେଳେ, ଆମେରିକା ପୁଣି ଥରେ କହିଛି ଯେ ଏହା ତେହେରାନକୁ ପରମାଣୁ ଅସ୍ତ୍ର ରଖିବା ପାଇଁ ଅନୁମତି ଦେବ ନାହିଁ।ଆମେରିକାର ଏହି…