Latest Odisha News

BREAKING NEWS

ନାବାଳିକାଙ୍କୁ ଗଣଦୁଷ୍କର୍ମ; ପୁରୁଷ ବନ୍ଧୁଙ୍କ ସହ ୬ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଜଣେ ୧୭ ବର୍ଷୀୟା ଝିଅକୁ ଜଣେ ସୁରକ୍ଷା କର୍ମୀଙ୍କ ସମେତ ଛଅ ଜଣ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପୀଡ଼ିତା ଜଣକ ବାଘମାରିର ବାସିନ୍ଦା ଅଟନ୍ତି ଓ ସେ ଯୁକ୍ତ ୨ ର ପ୍ରଥମ ବର୍ଷର ଛାତ୍ରୀ ଥିଲେ। ତେବେ ସେ ନଭେମ୍ବର ୧୮…

SI exam scam: ସିବିଆଇରେ ହାଜର ହେଲେ ଆଉ ୩ ପରୀକ୍ଷାର୍ଥୀ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ଅନିୟମିତତା ମାମଲାରେ ତଦନ୍ତ ଜାରି ରଖିଛି ସିବିଆଇ ଟିମ୍ । ସିବିଆଇରେ ଆଜି ଆଉ ତିନି ଜଣ ପରୀକ୍ଷାର୍ଥୀ ହାଜର ହୋଇଛନ୍ତି । ହାଜର ପାଇଁ ସମନ କରିଥିଲା ସିବିଆଇ । ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ କାଗଜପତ୍ର ସହ ଏହି ତିନି ଜଣ ପରୀକ୍ଷାର୍ଥୀ ହଜାର…

ରାଜ୍ୟରେ ଘନ କୁହୁଡି ଆସ୍ତରଣ; ଅଦୃଶ୍ୟ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର  

ଭୁବନେଶ୍ୱର: ଘନ କୁହୁଡିରେ କୋଣାର୍କର ସୂର୍ଯ୍ୟ ମନ୍ଦିର ଅଦୃଶ୍ୟ ହୋଇଯାଇଥିଲା। ଯାହାଫଳରେ ପର୍ଯ୍ୟଟକମାନେ ୧୩ଶ ଶତାବ୍ଦୀର ୟୁନେସ୍କୋ ବିଶ୍ୱ ଐତିହ୍ୟ ଢାଞ୍ଚାର ଉତ୍କୃଷ୍ଟ କାରୁକାର୍ଯ୍ୟ ଦେଖିପାରି ନଥିଲେ। ଯାହାକୁ ନେଇ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏସବୁ ସତ୍ତ୍ୱେ…

ହାଓଡା-ପୁରୀ ଧଉଳି ଏକ୍ସପ୍ରେସରେ ଅଘଟଣ; ମହିଳାଙ୍କୁ ଠେଲି ଦେଲେ ଲୁଟେରା, କଟିଲା ହାତ

କୋଲକାତା: ରବିବାର ହାଓଡା-ପୁରୀ ଧଉଳି ଏକ୍ସପ୍ରେସରୁ ଚେନ୍ ଛିନତାଇ କରିବାକୁ ଯାଇ ଜଣେ ମହିଳା ହାତ ହରାଇଛନ୍ତି। କୋଲକାତାର ଜଣେ ୪୫ ବର୍ଷୀୟା ମହିଳା ତାଙ୍କ ଡାହାଣ ହାତର ଏକ ଅଂଶ ହରାଇଛନ୍ତି। କୋଲକାତାର ବେହାଲାର ସୁରମା ହାଜରା ନାମକ ମହିଳା ତାଙ୍କ ସ୍ୱାମୀଙ୍କ ସହିତ ଯାତ୍ରା କରୁଥିଲେ।…

ଆରପାରିକୁ ଚାଲିଗଲେ ବଲିଉଡ୍ ଭେଟେରାନ ଅଭିନେତା ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି। "ହି-ମ୍ୟାନ୍" ଭାବରେ ଜଣାଶୁଣା ବରିଷ୍ଠ ଅଭିନେତାଙ୍କ ମୃତ୍ୟୁ ଖବର ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଧର୍ମେନ୍ଦ୍ରଙ୍କ ବିୟୋଗରେ ସାରା ବଲିଉଡରେ ଶୋକର ଲହରୀ ଖେଳାଇ ଦେଇଛି । ଧର୍ମେନ୍ଦ୍ର ଦୀର୍ଘ…

ମା କ୍ଷୀରରେ ବିଷାକ୍ତ କେମିକାଲ!

ନୂଆଦିଲ୍ଲୀ: ନବଜାତ ଶିଶୁ ପାଇଁ ମାତୃ କ୍ଷୀର ସର୍ବୋତ୍ତମ ଖାଦ୍ୟ। କିନ୍ତୁ ଏଥିରେ ଯଦି ବିଷାକ୍ତ ରସାୟନ ମିଳେ ତାହେଲେ ସ୍ଥିତି ଯେ କଣ ହେବ ତାହା ଅନୁମାନ କରାଯାଇପାରେ। ଏଭଳୀ ଘଟଣା ବିହାରରେ ଦେଖାଯାଇଛି। ବିହାରର ଛଅଟି ଜିଲ୍ଲାରେ ମାତୃ କ୍ଷୀରରେ ମାରାତ୍ମକ ୟୁରାନିୟମ ଭଳି ପଦାର୍ଥ…

Sindh may return to India ଭାରତ ପାକିସ୍ତାନର ସିନ୍ଧକୁ କାହିଁକି ଦାବି କରୁଛି? ରାଜନାଥ ସିଂହଙ୍କ ବୟାନ ପଛର କାରଣ…

 ନୂଆଦିଲ୍ଲୀ:   ଭାରତ ବାରମ୍ବାର ପାକ୍ ଅଧିକୃତ କାଶ୍ମୀର (ପିଓକେ)କୁ ଏକତ୍ରିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି, କିନ୍ତୁ ସିନ୍ଧ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସାମ୍ପ୍ରତିକ ବୟାନ ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି। ଏକ ସିନ୍ଧୀ ସମ୍ପ୍ରଦାୟ…

ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା, ଚାଷୀଙ୍କ ପାଇଁ ମଣ୍ଡିରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ମଙ୍ଗଳବାର ଅର୍ଥାତ୍ ଆସନ୍ତାକାଲି ଠାରୁ ରାଜ୍ୟରେ ଧାନକିଣା ଆରମ୍ଭ ହେବ । ଚଳିତବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ପାଇଁ ମଣ୍ଡି ଗୁଡ଼ିକରେ ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ମଣ୍ଡି ଗୁଡିକରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ସବୁ ବ୍ୟବସ୍ଥା…

Vande Bharat: ପୁଣି ବନ୍ଦେ ଭାରତ ଟ୍ରେନ୍‌କୁ ପଥରମାଡ଼

ରାଉରକେଲା: ପୁଣି ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ପଥରମାଡ ହୋଇଛି । ଝରକା କାଚକୁ କୌଣସି ଅଜ୍ଞାତ ବ୍ୟକ୍ତି ପଥର ମାଡ଼ କରିଥିବା ସୂଚନା ମିଳିଛି । ଫଳରେ ଝରକା କାଚଟି ଭାଙ୍ଗିଯାଇଛି । ରାଉରକେଲାରୁ ହାୱଡା ଯାଉଥିବା ଟ୍ରେନ୍‌ ସଂଖ୍ୟା ୨୦୮୭୨ ବନ୍ଦେ ଭାରତ ଏକ୍ସପ୍ରେସକୁ ଏହି ପଥରମାଡ କରାଯାଇଛି ।…

ମାଓ ଦମନ ଅପରେସନ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମାଓ ନେତାର ନିଦେଦନ

ମାଲକାନଗିରି: ମାଓ ନେତା ଅନନ୍ତ ଜାରି କଲା ଶାନ୍ତି ବାର୍ତ୍ତାର ପ୍ରେସ୍‌ ରିଲିଜ। ମାଓ ଦମନ ଅପରେସନ ବନ୍ଦ କରିବା ପାଇଁ ନିଦେଦନ କଲା ଅନନ୍ତ। ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ମାଓନେତାର ନିବେଦନ। ପ୍ରେସ ରିଲିଜ ଅନୁଯାୟୀ, ଚଳିତ ବର୍ଷ PLGA ସପ୍ତାହ ପାଳିବେନି…