ଅବସର ପରେ କୌଣସି ସରକାରୀ ପଦବୀ ଗ୍ରହଣ କରିବି ନାହିଁ: ପୂର୍ବତନ ମୁଖ୍ୟ ବିଚାରପତି ବି.ଆର୍ ଗଭାଇ
ନୂଆଦିଲ୍ଲୀ: ବି.ଆର. ଗଭାଇ ଭାରତର ମୁଖ୍ୟ ବିଚାରପତି ଭାବରେ ଅବସର ଗ୍ରହଣ କରିଛନ୍ତି । ଅବସର ପରେ ସେ ଘୋଷଣା କରିଥିଲେ ଯେ ସେ ଆଉ କୌଣସି ସରକାରୀ ପଦବୀରେ ରହିବେ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ, ସରକାରଙ୍କ ସପକ୍ଷରେ ରାୟ ଦେଉଥିବା ବିଚାରପତି ଜଣେ ସ୍ୱାଧୀନ ବିଚାରପତି ନୁହଁନ୍ତି ବୋଲି…