Latest Odisha News

BREAKING NEWS

ଆପଣମାନେ ମୋ ଡିଜିଟାଲ୍ ପରିବାର…

ମୁମ୍ବାଇ: ରୂପାଲି ଗାଙ୍ଗୁଲି ଅଭିନୀତ 'ଅନୁପମା' ଧାରାବାହିକ ର  ନୂଆ ପ୍ରୋମୋ ରିଲିଜ୍ ହୋଇଛି। ଏଥିରେ ଅଭିନେତ୍ରୀ ମୁମ୍ବାଇ ଯାଇ ଫିଲ୍ମ ଷ୍ଟୁଡିଓରେ ପ୍ରବେଶ କରିବା ସହ ଏକ ଫିଲ୍ମ କିପରି ସୁଟିଂ ହେଉଛି ତାହା ଦେଖି ମୁଗ୍ଧ ହେଉଥିବାର ଦେଖାଯାଉଛି। ତେବେ ଏହି ପ୍ରୋମୋକୁ ନେଇ ଅନେକ…

ଏଣିକି ଆବାସ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି

ଭୁବନେଶ୍ୱର: ଏଣିକି ଆବାସ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ସରକାରୀ ଗୃହ ଯୋଜନାର ହିତାଧିକାରୀମାନେ କିପରି ସୁରୁଖୁରୁରେ ନିଜର ଘର ନିର୍ମାଣ କରିପାରିବେ ସେଥିଲାଗି ରାଜ୍ୟ ସରକାର ମାଗଣାରେ ସେମାନଙ୍କୁ ବାଲି ଯୋଗାଇବାକୁ ନିଷ୍ପତ୍ତି…

ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ରଖିବା ପାଇଁ ଭଦ୍ରକ ପୋଲିସ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସଚେତନତା…

ଭଦ୍ରକ: ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ରଖିବା ପାଇଁ ଭଦ୍ରକ ପୋଲିସ ପକ୍ଷରୁ ଦୃଢ଼ ପ୍ରତିଶ୍ରୁତି ଦିଆଯାଇଛି । ଭଦ୍ରକ ପୋଲିସ ଏହା ସ୍ପଷ୍ଟ କରୁଛି ଯେ ହୋମ ଗାର୍ଡ ନିଯୁକ୍ତି କେବଳ ସରକାରୀ ଏବଂ ବିଭାଗ ର ନିୟମ ଅନୁଯାୟୀ, ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ କରାଯିବ ।…

ଶିଖିଯାନ୍ତୁ ଏହି ୭ଟି ସ୍କିଲ୍, ମାର୍କେଟରେ ବଢ଼ିଯିବ ଆପଣଙ୍କ ଡିମାଣ୍ଡ, ତୁରନ୍ତ ମିଳିଯିବ ଚାକିରି

ନୂଆଦିଲ୍ଲୀ: ଆଜିର ଦ୍ରୁତଗତିରେ ବଦଳୁଥିବା ଚାକିରି ବଜାରରେ କେବଳ ଡିଗ୍ରୀ କିମ୍ବା ପୁରୁଣା ଅନୁଭବ ଆଉ କାମ ଦେଉନି। ଟେକ୍ନୋଲୋଜିର ଉନ୍ନତି, ଅଟୋମେସନ୍ ଓ ଗ୍ଲୋବାଲ ପ୍ରତିଯୋଗିତା ଯୋଗୁ କର୍ମଚାରୀଙ୍କୁ ନିଜର ସ୍କିଲ୍ ସେଟ୍‌କୁ ନିରନ୍ତର ଅପଡେଟ୍ କରିବାକୁ ପଡ଼ୁଛି। ଯିଏ ନିଜେ ଶିଖୁଛି ଓ ନିଜକୁ…

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ: ରିଚାର୍ଡ୍ସଙ୍କ ରେକର୍ଡ ଭାଙ୍ଗିଲେ ୟାନସେନ, ଭାରତ ୪୮୦ ରନ ପଛରେ

ଗୌହାଟୀ: ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ମାର୍କୋ ୟାନେସେନ ୱେଷ୍ଟଇଣ୍ଡିଜ ମହାନ ବ୍ୟାଟ୍ସମ୍ୟାନ ଭିିଭିଆନ ରିଚାର୍ଡ୍ସଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ୟାନସେନ ୯୩ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଏଥିରେ ସେ ୭ଟି ଛକା ମାରିଥିଲେ । ଶାହୀଦ ଆଫ୍ରିଦୀଙ୍କ ପରେ…

Congress:୨୬ ନଭେମ୍ବର ସମ୍ବିଧାନ ବଞ୍ଚାଅ; ୧୪ ଡିସେମ୍ବର କଂଗ୍ରେସର ଦିଲ୍ଲୀ ଚଲୋ ଡାକରା

ଭୁବନେଶ୍ୱର: ଏଆଇସିସିର ସଂଗଠନ ସୃଜନ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ୩୫ ସାଂଗଠନିକ ଜିଲ୍ଲାରେ ସଭାପତିମାନଙ୍କୁ ଚୟନ କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ନବନିଯୁକ୍ତ ସଭାପତିମାନେ ‘ଭୋଟ ଚୋରି ବିରୋଧରେ ଦସ୍ତଖତ ଅଭିଯାନ’ ତଥା ନୂଆପଡ଼ା ଉପନିର୍ବାଚନରେ ବ୍ୟସ୍ତ ଥିବାରୁ ନିଜନିଜ ଜିଲ୍ଲା…

ବିଜେଡି ପ୍ରତିଷ୍ଠା ଦିବସରେ ନବୀନ କରିବେ କି ବଡ଼ ଘୋଷଣା?

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ପରବର୍ତ୍ତୀ ନେତା କିଏ ହେବେ? ଏ ପ୍ରଶ୍ନକୁ ନେଇ ଏବେ ଦଳ ଭିତରେ ଓ ବାହାରେ ଜୋର୍‌ ଧରିଛି ଚର୍ଚ୍ଚା। ତେବେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ରବିବାର ସ୍ପଷ୍ଟ କହିଛନ୍ତି, ନବୀନ ପଟ୍ଟନାୟକ ନିଜେ ଘୋଷଣା ନକଲା ଯାଏଁ କିଛି ନିଶ୍ଚିତ ହେବ…

Gang lifestyle through Music: ‘ଗ୍ୟାଙ୍ଗ ଜୀବନଶୈଳୀକୁ ପ୍ରୋତ୍ସାହିତ କରୁଥିବା ଗାୟକଙ୍କୁ ଅପରାଧୀ ଭାବରେ…

ନୂଆଦିଲ୍ଲୀ: ହରିୟାଣା ଡିଜିପି ଓପି ସିଂହ ରାଜ୍ୟର ପୋଲିସ ଅଧିକାରୀମାନଙ୍କୁ ଗ୍ୟାଙ୍ଗ ସଂସ୍କୃତିକୁ ପ୍ରୋତ୍ସାହିତ କରୁଥିବା ଗାୟକ, ସଙ୍ଗୀତ ଏବଂ ଭିଡିଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଡିଜିପି ଓପି ସିଂହ ପୋଲିସ ଅଧିକାରୀମାନଙ୍କୁ ଏକ ଚିଠିରେ କଡ଼ା…

ନୂଆ ଲେବର କୋଡ୍‌ରେ କମିଯିବ ଆପଣଙ୍କ ଦରମା ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ…

ନୂଆଦିଲ୍ଲୀ: ଦେଶରେ ୨୯ଟି ପୁରୁଣା ଶ୍ରମ ଆଇନକୁ ସରଳୀକରଣ କରି ଏବେ ୪ଟି ନୂଆ ଲେବର କୋଡ୍ ଲାଗୁ ହୋଇସାରିଛି। ଏହି ବଡ଼ ପରିବର୍ତ୍ତନ ଯୋଗୁ ଗ୍ରାଚୁଇଟି, ପିଏଫ୍ ଓ ପେନ୍‌ସନ୍ ଭଳି ରିଟାୟରମେଣ୍ଟ ଫଣ୍ଡ ଆହୁରି ମଜବୁତ୍ ହେବ, କିନ୍ତୁ ଲକ୍ଷ ଲକ୍ଷ କର୍ମଚାରୀଙ୍କ ମାସିକ ଦରମା (ଟେକ୍-ହୋମ୍ ସାଲାରି)…

ବାତ୍ୟା ଆଶଙ୍କା, ଶରତ ସାହୁଙ୍କ ଆକଳନ ସବୁ ଖବର ଉପରେ ପକାଇଲା ଫୁଲଷ୍ଟପ?

ଭୁବନେଶ୍ୱର: ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଆଉ ଦୁଇ-ତିନି ଦିନ ଭିତରେ ବାତ୍ୟାର ରୂପ ନେବ। କିନ୍ତୁ ଏହା କେଉଁଠି ଲ୍ୟାଣ୍ଡଫଲ କରିବ, କିଛି ସ୍ପଷ୍ଟ ହୋଇନାହିଁ। ବିଭିନ୍ନ ମଡେଲ ଭିନ୍ନ ଭିନ୍ନ କଥା କହୁଛନ୍ତି। ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, “ଓଡ଼ିଶାବାସୀ ବାତ୍ୟାକୁ ନେଇ ଭୟ…