ଦୁନିଆର ସବୁଠୁ ଆଶ୍ଚର୍ଯ୍ୟ ଜୀବ, ଲକ୍ଷେ ବର୍ଷ ଏହାର ଆୟୁଷ
ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଅନେକ ଜୀବ ଲମ୍ବା ଆୟୁଷ ପାଇଁ ପ୍ରସିଦ୍ଧ, କିନ୍ତୁ ସମୁଦ୍ରର ଗଭୀର ଅଞ୍ଚଳରେ ରହୁଥିବା ଏକ ନୂଆଁ ଛୋଟ ଜେଲିଫିସ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହାର ନାମ ହେଉଛି Turritopsis dohrnii, ଯାହାକୁ ସାଧାରଣ ଭାଷାରେ ‘ଅମର ଜେଲିଫିସ୍’ ବା ‘Immortal…