Latest Odisha News

BREAKING NEWS

Nitin Nabin appointed: ନୂତନ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ନୀତିନ ନବୀନ(Nitin Nabin)ଙ୍କୁ ବିଜେପିର ଜାତୀୟ କାର୍ଯ୍ୟକାରୀ ସଭାପତି(BJP National Working President)ଭାବରେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନ ବିହାର ସରକାରରେ ମନ୍ତ୍ରୀ ଅଛନ୍ତି। ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ।ଏହି ସମ୍ପର୍କରେ ଦଳ ପକ୍ଷରୁ ଏକ ସରକାରୀ…

ନୂଆ ଶ୍ରମ କୋଡକୁ ନେଇ JSW ଷ୍ଟିଲର ସଚେତନତା କାର୍ଯ୍ୟକ୍ରମ…  

ବଡବିଲ: JSW ଷ୍ଟିଲ୍ ଲିମିଟେଡ୍, ଓଡ଼ିଶା ମାଇନିଂ ଡିଭିଜନର ନାରାୟଣପୋଷୀ ଲୋହା ଓ ମ୍ୟାଙ୍ଗାନିଜ ଖଣିରେ ନୂଆ ଶ୍ରମ କୋଡ୍‌ଗୁଡ଼ିକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଭାରତ ସରକାର ଦ୍ୱାରା ପ୍ରସ୍ତାବିତ ନୂଆ ଶ୍ରମ ଆଇନ ସଂଶୋଧନ ବିଷୟରେ…

Minister S. Jaishankar: ବ୍ରିଟେନ ସମେତ ୟୁରୋପୀୟ ଦେଶର ନେତାଙ୍କ ସହ ସାକ୍ଷାତ କଲେ ଜୟଶଙ୍କର; ଏହି…

ନୂଆଦିଲ୍ଲୀ:ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ଚାଲିଥିବା ଉଚ୍ଚସ୍ତରୀୟ ଆନ୍ତର୍ଜାତୀୟ ଶିଖର ସମ୍ମିଳନୀ ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର (External Affairs Minister S Jaishankar)ୟୁରୋପ, ୟୁକେ ଏବଂ ଇଜିପ୍ଟର ପ୍ରତିପକ୍ଷଙ୍କ ସହ ସାକ୍ଷାତ କରିଥିଲେ। ଏହି ବୈଠକଗୁଡ଼ିକରେ ବିଶ୍ୱ…

ନିଜ ବନ୍ଧୁକରେ ନିଜକୁ ଗୁଳି କରି ଜୀବନ ହାରିଲେ ସିଆରପିଏଫ୍ ଯବାନ, କାରଣ ଅସ୍ପଷ୍ଟ

ନୂଆପଡ଼ା: ନିଜ ବନ୍ଧୁକରେ ନିଜକୁ ଗୁଳି କଲେ ଯବାନ । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଢେକୁନପାନି ସିଆରପିଏଫ୍ ୨୧୬ ବାଟାଲିୟନ କେମ୍ପରେ କାର୍ଯ୍ୟରତ ଜଣେ ଯବାନ ନିଜ ସର୍ଭିସ୍ ବନ୍ଧୁକରେ ଗୁଳି କରି ଆତ୍ମହତ୍ୟା କରିଛନ୍ତି | ଆନୁଷଙ୍ଗିକ କାର୍ଯ୍ୟ ସରିବା ପରେ ଆଜି ତାଙ୍କର ପ୍ରାର୍ଥିବ…

ଗାୟକ ଜୁବୀନ ଗର୍ଗଙ୍କ ହତ୍ୟା ପଛରେ ୪ ଅଭିଯୁକ୍ତ; ଚାର୍ଜସିଟ୍ ଦାଖଲ କଲା ଏସଆଇଟି

ଗୌହୀଟି: ବହୁ ଚର୍ଚ୍ଚିତ ଲୋକପ୍ରିୟ ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁର ପର୍ଦ୍ଦାଫାଶ ହୋଇଛି । ଏହି ମାମଲରା ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଶୁକ୍ରବାର ଗୌହାଟୀ କୋର୍ଟରେ ଦାଖଲ ହୋଇଥିବା ଏକ ଚାର୍ଜସିଟରେ ଗାୟକଙ୍କ ସଚିବ ସିଦ୍ଧାର୍ଥ ଶର୍ମା ଏବଂ ମହୋତ୍ସବ ଆୟୋଜକ ଶ୍ୟାମକାନୁ ମହନ୍ତଙ୍କ…

ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଗିରଫ

ପୁରୀ: ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟର ନାୟିକା ସୋନାଲିଙ୍କ ସ୍ଵାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୋନାଲିଙ୍କ ଅଭିଯୋଗକ୍ରମେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ପୋଲିସ ଭୁବନେଶ୍ବର ସ୍ଥିତ ଫରେଷ୍ଟ ପାର୍କରୁ ଶ୍ରୀକ୍ଷେତ୍ରଙ୍କୁ ଗିରଫ କରିଛି । ଗିରଫ ପଛରେ…

ଦରକାର ପଡ଼ିବନି ଇଡ଼ଲି ମେକର, ଷ୍ଟିଲ୍ ଗ୍ଲାସରେ ସହଜରେ ବନାନ୍ତୁ ଇଡ଼ଲି

ଲୋକମାନେ ପ୍ରାୟତଃ ସପ୍ତାହରେ ସ୍ୱାଦିଷ୍ଟ କିଛି ଖାଇବାକୁ ଇଚ୍ଛା କରନ୍ତି। ପ୍ରତିଦିନର କାମଧନ୍ଦା ଯୋଗୁଁ, ସେମାନେ ପ୍ରାୟତଃ ଜଳଖିଆ  ଖାଇବାକୁ ଛାଡ଼ି ଦିଅନ୍ତି। ଯଦିଓ କେହିକେହି ଜଳଖିଆ ଖାଆନ୍ତି, ସେମାନେ ଶୀଘ୍ର ଅଣ୍ଡା, ରୁଟି, ଟୋଷ୍ଟ, କ୍ଷୀର, ଓଟ୍ସ, କର୍ଣ୍ଣଫ୍ଲେକ୍ସ ଇତ୍ୟାଦି ଖାଆନ୍ତି…

୧୩ ବର୍ଷ ସାନ ବାନ୍ଧବୀଙ୍କ ସହ ଅର୍ଜୁନ ରାମପାଲଙ୍କ ନିର୍ବନ୍ଧ

ମୁମ୍ବାଇ: ଧୂରନ୍ଧର ଫିଲ୍ମରେ ଅଭିନୟ ଯୋଗୁ ଅର୍ଜୁନ ରାମନାଲ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । ଇତି ମଧ୍ୟରେ ଅର୍ଜୁନ ତାଙ୍କ ଦୀର୍ଘ ଦିନର ବାନ୍ଧବୀ ଗେବ୍ରିଆଲା ଡେମୋଟ୍ରଏଡେସଙ୍କ ସହ ନିର୍ବନ୍ଧ କରିଛନ୍ତି । ଉଭୟ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ଜଣାପଡିଛି । ଅର୍ଜୁନଙ୍କଠାରୁ…

ଇତିହାସ ରଚିଲେ କୋଲହାପୁରର ଝିଅ, ଆଇଏମଏରୁ ପାସ୍ ହୋଇଥିବା ପ୍ରଥମ ମହିଳା ହେଲେ ଲେଫ୍ଟନାଣ୍ଟ ସାଇ ଜାଦବ

ନୂଆଦିଲ୍ଲୀ: ଭାରତୀୟ ସାମରିକ ଏକାଡେମୀ (IMA)ରେ ଏକ ଇତିହାସ ସୃଷ୍ଟି ହୋଇଛି । ଏହାର ୯୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ, ଜଣେ ମହିଳା ଅଫିସର କ୍ୟାଡେଟ୍ IMAରୁ ସ୍ନାତକ ହାସଲ କରିଛନ୍ତି । ମହାରାଷ୍ଟ୍ରର କୋଲହାପୁରର ବାସିନ୍ଦା ସାଇ ଜାଦବ ଏହି ସଫଳତା ହାସଲ କରିଛନ୍ତି । ସାଇ ଜାଦବ…

ବଣ୍ଡି ବିଚରେ ଗୁଳିମାଡ; ୧୦ ମୃତ, ୧୬ରୁ ଅଧିକ ଆହତ

ସିଡନୀ: ଅଷ୍ଟ୍ରେଲିଆ ସିଡନୀରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ସିଡନୀର ସବୁଠାରୁ ଲୋକପ୍ରିୟ ବେଳାଭୂମି ମଧ୍ୟରୁ ଅନ୍ୟତମ ବଣ୍ଡି ବିଚରେ ଗୁଳିମାଡ ପରେ ଆତଙ୍କ ଖେଳିଯାଇଛି। ଏହି ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ପରେ ବହୁ ସଂଖ୍ୟକ ଲୋକ ଜୀବନ…