Latest Odisha News

BREAKING NEWS

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଗୃହୀତ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଗୃହୀତ। ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼। ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ତାଙ୍କର ଏହି…

କୋଟିପତି ଡିଏଫଓ ଗିରଫ, ସମ୍ପତ୍ତି ଜାଣିଲେ ଆଖି ଖୋସିହୋଇଯିବ…

କେନ୍ଦୁଝର: ଗିରଫ ହେଲେ କୋଟିପତି ଡିଏଫଓ । ନିତ୍ୟାନନ୍ଦଙ୍କୁ ନିଆଗଲା କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଓଡିଶା ଭିଜିଲାନ୍ସ ଅଧିକାରୀମାନେ ରବିବାର ଦିନ କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଚଢାଉ କରି ତାଙ୍କର ଆୟବର୍ହିଭୂତ ସମ୍ପତ୍ତିକୁ ଜବତ…

ନଡ୍ଡା, ରିଜିଜୁଙ୍କ ଉପରେ ଖପ୍ପା ଥିଲେ କି ଧନକଡ?: ଦାବି କଲା କଂଗ୍ରେସ, ଜବାବ ରଖିଲେ ନଡ୍ଡା…..

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନକଡ । ସୋମବାର ଏନେଇ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଇସ୍ତଫା ପତ୍ର ପଠାଇ ପଦରୁ ଓହରିଛନ୍ତି । ଇସ୍ତଫା ପତ୍ର ଦେବା ପରେ ସଂସଦରେ ମୌସୁମୀ ଅଧିବେଶନରେ ଆଜି ସେ ଯୋଗ ଦେଇନାହାନ୍ତି । ରାଷ୍ଟ୍ରପତି ମଧ୍ୟ ତାଙ୍କ ଇସ୍ତଫାକୁ…

୩୭ ଦିନ ପରେ ଘର ବାହୁଡିଲା ବ୍ରିଟେନ୍ ଫାଇଟର ଜେଟ୍ ଏଫ୍-୩୫ବି

ତିରୁଅନନ୍ତପୁରମ: ଶେଷରେ ଅପେକ୍ଷାର ଅନ୍ତ ହେଲା । ସ୍ବଦେଶ ବାହୁଡିଲା ବ୍ରିଟିଶର 'ରୟାଲ ନୌସେନା' ଯୁଦ୍ଧ ବିମାନ F-35B ଲାଇଟନିଂ । ଏକ ମାସରୁ ଅଧିକ ସମୟ ଧରି କେରଳରେ ରହି ସମ୍ପୂର୍ଣ୍ଣ ମରାମତି ହେବା ପରେ ଆଜି ନିଜ ଦେଶକୁ ଉଡାଣ କରିଛି ବ୍ରିଟେନ ଲଢୁଆ ବିମାନ ।  ମଙ୍ଗଳବାର ସକାଳେ ବିମାନଟି…

ଜଗତସିଂହପୁର ଗଣଦୁଷ୍କର୍ମ: କଟକରୁ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ, ଆଉ ଜଣେ ଫେରାର୍…

ଜଗତସିଂହପୁର: ଜଗତସିଂହପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । କଟକରୁ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ୍ । ଏବେ ବି ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛନ୍ତି । ଦ୍ବିତୀୟ ଅଭିଯୁକ୍ତକୁ ଗିରଫ ପାଇଁ  ପୋଲିସ୍ ଚଢ଼ାଉ ଜାରି…

ଭାରତର ଏହି ଘାତକ ଅସ୍ତ୍ରର ପ୍ରଶଂସକ ଅର୍ମେନିଆ, ନିଜ ନୌବାହିନୀରେ କରିବ ସାମିଲ

ନୂଆଦିଲ୍ଲୀ: ଭାରତରେ ତିଆରି ଅସ୍ତ୍ରଶସ୍ତ୍ର ଏବେ ବିଶ୍ୱରେ ନିଜର ସ୍ଥାନ ସୃଷ୍ଟି କରୁଛି। ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଭାରତଠାରୁ ୧୨ଟି ATAGS ବନ୍ଧୁକ କିଣିବା ପରେ, ଅର୍ମେନିଆ ଏବେ ଆଉ ୮୦ଟି ବନ୍ଧୁକ ଅର୍ଡର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଯାହା ପାଇଁ ଆଲୋଚନା ମଧ୍ୟ ତ୍ୱରାନ୍ୱିତ…

ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଅଭିମୁଖେ ପୋଲିସ ଟିମ୍…

ନିମାପଡା: ନିମାପଡା ଜିଲ୍ଲା ବଳଙ୍ଗାରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ନିଆଁ ଲଗଇ ପୋଡିଦେବା ମାମଲାରେ ସ୍ପେସିଆଲ ସ୍କ୍ବାଡ୍‌ର ୩ଟି ଟିମ ଓ ଗୁଇନ୍ଦା ବିଭାଗର ସ୍ୱତ୍ରନ୍ତ୍ର ଟିମ ତଦନ୍ତ କରୁଥିବାବେଳେ, ଏବେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚିଛନ୍ତି । ୨୦ରୁ ଅଧିକ ସନ୍ଦେହ ଥିବା ବ୍ୟକ୍ତି…

ଓହରିଲେ ଧନକଡ…ଏବେ କିଏ ସମ୍ଭାଳିବେ ରାଜ୍ୟସଭା….କେମିତି ହେବେ ନୂଆ ଉପରାଷ୍ଟ୍ରପତି ଚୟନ?

ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନକଡ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସୋମବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ଯାହା ଏବେ ପ୍ରଶ୍ନ ଉଠୁଛି, କିଏ ରାଜ୍ୟସଭାର…

ହଠାତ୍ କାହିଁକି ପଦ ଛାଡିଲେ ଧନକଡ?, ଆଶ୍ଚର୍ଯ୍ୟ!, ପ୍ରଶ୍ନ ଉଠାଇଲେ ବିରୋଧୀ….

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସୋମବାର ଭାରତର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନକଡ । ମୌସୁମୀ ଅଧିବେଶନ ଆରମ୍ଭ ପ୍ରଥମ ଦିନରେ ହିଁ ଧନକଡଙ୍କ ଇସ୍ତଫା ଦେବାର ଅପ୍ରତ୍ୟାଶିତ ଘୋଷଣା ବିରୋଧୀ ଦଳଗୁଡ଼ିକ, ବିଶେଷକରି କଂଗ୍ରେସ ପକ୍ଷରୁ କଳ୍ପନାଜଳ୍ପନା କରାଯାଇଥିଲା,…

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକଙ୍କ ଶପଥଗ୍ରହଣ

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ୍‌ ଜଷ୍ଟିସ୍‌ ପାଠକଙ୍କୁ ଶପଥପାଠ କରାଇଥିଲେ । ରାଜ୍ୟ ସରକାରଙ୍କ ଅତିରିକ୍ତ…